ଭଦ୍ରକ : ନିଆଁରେ ପୋଡିହୋଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏପରି ଘଟଣା ଭଦ୍ରକ ଜିଲା ଧାମନଗର ବ୍ଲକ ପଧାନୀ ପଞ୍ଚାୟତ କଇଥାଡିହରେ ଘଟିଛି। ସେଠାରେ ଥିବା ଏକ ଇଟାଭାଟିର ଅସ୍ଥାୟୀ ଘରେ ଅଗ୍ନିକାଣ୍ଡ ଘଟିଥିଲା। ଯୁବକ ଜଣକ ସେହି ଅଗ୍ନିକାଣ୍ଡରେ ପୋଡି ହୋଇ ମୃତ୍ୟୁବରଣ କରିଥିଲେ। ତେବେ ସେଠାରେ କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଥିଲା ତାହା ଅସ୍ପଷ୍ଟ ରହିଛି।
Popular Categories



