www.samajalive.in
Friday, December 5, 2025
27.1 C
Bhubaneswar

ପୀତବାସ ହତ୍ୟାକାଣ୍ଡ : ୨ ଯବାନଙ୍କ ସମେତ ୭ ଅଟକ

ବ୍ରହ୍ମପୁର: ବ୍ରହ୍ମପୁରର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ୨ ଯବାନଙ୍କ ସମେତ ୭ ଜଣ ଅଟକ ରଖାଯାଇଥିବା ସୂଚନା ମିଳିଛି। ଜଣେ ସିଆପିଏଫ୍ ଯବାନ ଓ ଜଣେ ୮ମ ବାଟାଲିୟନ୍‌ର ଯବାନଙ୍କୁ ଅଟକ ରଖାଯାଇ ରିଜର୍ଭ ବାରାକରେ ସେମାନଙ୍କୁ ପଚରାଉଚରା କରାଯାଉଛି। କିଛି ଟୋଲଗେଟ୍‌ରେ ମଧ୍ୟ ପୁଲିସ୍ ଛାନଭିନ୍ ଚଳାଇଥିବାବେଳେ ଦୁଇଟି ଦାମୀ କାର ଜବତ କରିଛି। ୪ ଦିନ ତଳେ ଘରକୁ ଫେରୁଥିବାବେଳେ ବିଜେପି ନେତା ପୀତବାସ ପଣ୍ଡାଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା। ପୁଲିସ୍‌ ଘଟଣାରେ ତନାଘନା ଚଳାଇଥିଲେ ବି ଏଯାଏଁ ଅପରାଧିଙ୍କ ଟେର ପାଇନି। ଅନ୍ୟପଟେ ପ୍ରତିବାଦରେ ଆଇନଜୀବୀମାନେ କଲମ ଛାଡ ଆନ୍ଦୋଳନ ମଧ୍ୟ କରିଥିଲେ।

Hot this week

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

Related Articles

Popular Categories