www.samajalive.in
Wednesday, December 10, 2025
26.1 C
Bhubaneswar

‘ସମାଜ’ର ସ୍ୱନକ୍ଷତ୍ର ଦିବସ: ୧୦୬ବର୍ଷ ନିର୍ଭୀକତା ଓ ବିଶ୍ୱସନୀୟତା ହିଁ ଆମ ଖବରର ମେରୁଦଣ୍ଡ

ସମାଜ ଡିଜିଟାଲ ଡେସ୍କ: ଆଜି ପ୍ରତିଟି ଓଡ଼ିଆଙ୍କ ପ୍ରିୟ ଖବର କାଗଜ ‘ସମାଜ’ର ୧୦୬ତମ ପ୍ରତିଷ୍ଠା ଦିବସ । ଦୈନିକ ଓଡ଼ିଆ ଖବରକାଗଜ ସମାଜ ଆଜି ସଫଳତାର ସହିତ ୧୦୬ବର୍ଷ ଅତିକ୍ରମ କରିଛି । ସତ୍ୟ ହିଁ ‘ସମାଜ’ର ମୂଳଦୁଆ । ନିର୍ଭୀକତା ଓ ବିଶ୍ୱସନୀୟତା ହିଁ ଆମ ଖବରର ମେରୁଦଣ୍ଡ ।

ଦୀର୍ଘ ୧୦୬ବର୍ଷ ଧରି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଆଦର୍ଶ, ଓଡ଼ିଶାର କଣ୍ଠସ୍ୱର ‘ସମାଜ’ ନିରବିଚ୍ଛନ୍ନ ଭାବେ ଗରଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ରୂପେ ତଥ୍ୟ, ସୂଚନା, ଘଟଣା ସମ୍ପର୍କରେ ଅବିରତ ତଥା ଅବିଚଳିତ ସେବା ଯୋଗାଇ ଆସୁଛି ।

- Advertisement -

ସମାଜସେବା ଆମର ଧର୍ମ, ନିରପକ୍ଷ ଖବର ଆମର କର୍ମ । ପ୍ରତିଟି ଖବରରେ ସତ୍ୟତା, ପ୍ରତିଟି ମଣିଷ ପାଇଁ ସମଭାବ ଆମ ନୀତି ଓ ନିୟମ । ପ୍ରତିଟି ଓଡ଼ିଆର ସୁଖ ଦୁଃଖର ସାଥୀ ‘ସମାଜ’ ଏକ ଖବର କାଗଜ ନୁହେଁ ଏକ ଶତାୟୁ ବିଶ୍ୱସ୍ତ ଅନୁଷ୍ଠାନ । ଏବେ ଛାପା ‘ସମାଜ’ ସହ ପ୍ରଯୁକ୍ତିର ପ୍ରୟୋଗ ଆପଣଙ୍କ ମୋବାଇଲରେ ପହଞ୍ଚାଉଛି ‘ଡିଜିଟାଲ ସମାଜ’ । ପ୍ରତିଟି ଓଡ଼ିଆ ପରିଚୟ ସମାଜ । ଆପଣଙ୍କ ସହିତ ଓ ଆପଣଙ୍କ ପାଇଁ । ୧୦୬ ତମ ସ୍ୱନକ୍ଷତ୍ର ଅବସରରେ ସମସ୍ତ ପାଠକ-ପାଠିକା , ବିଜ୍ଞାପନଦାତା, ବିତରକ ଓ ଶୁଭେଚ୍ଛୁମାନଙ୍କୁ ବିଶେଷ ଅଭିନନ୍ଦନ ଓ କୃତଜ୍ଞତା ।

Hot this week

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

Related Articles

Popular Categories