www.samajalive.in
Friday, December 5, 2025
27.1 C
Bhubaneswar

ବନ୍ୟା ପାଣିରେ ବୁଲୁଛି କୁମ୍ଭୀର, ଆତଙ୍କିତ ଲୋକେ

ଟିଟଲାଗଡ : ସାବଧାନ୍ ! ବନ୍ୟା ପାଣିରେ ବୁଲୁଛି କୁମ୍ଭୀର। ବଲାଙ୍ଗୀର ଜିଲ୍ଲା ଟିଟଲାଗଡ ଉନ୍ଦେର ନଦୀରେ କୁମ୍ଭୀର ବୁଲୁଥିବା ​‌ଦେଖିବାକୁ ମିଳିଛି। ସୁଗନାଭଟା ଏବଂ ସିଲୁଆ ଗାଁ ମଝି ନିକଟ ନଦୀକୂଳରେ ଦୁଇଟି କୁମ୍ଭୀର ବୁଲୁଛନ୍ତି। ସକାଳୁ ସକାଳୁ ସ୍ଥାନୀୟ ଲୋକେ ଗାଧୋଇବାକୁ ଯାଉଥିବାବେଳେ କୁମ୍ଭୀର ଦେଖିବାକୁ ପାଇଥିଲେ। ଯାହାକୁ ନେଇ ଗାଁରେ ଆତଙ୍କ ଖେଳିଯାଇଥିବାବେଳେ ନଦୀକୁ କେହି ନ ଯିବାକୁ ବନ ବିଭାଗ ପରାମର୍ଶ ଦିଆଯାଇଛି। ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି।

ସୂଚନା ଅନୁଯାୟୀ ଗତ କିଛି ଦିନ ହେଲା ରାଜ୍ୟରେ ଲଗାଣ ବର୍ଷା ନେଇ ନଦୀ ଗୁଡିକରେ ବନ୍ୟା ପାଣି ପ୍ରବାହିତ ହେଉଛି। ଏହି ବନ୍ୟା ପାଣିରେ କୌଣସି ଆଡୁ କୁମ୍ଭୀର ଚାଲିଆସିଥିବା ଜଣାପଡିଛି। ଟିଟିଲାଗଡ଼ ବ୍ଲକ ଉପାଧ୍ୟକ୍ଷ ଜଗତରାମ ରଣା ନିଜ ଆଖିରେ କୁମ୍ଭୀର ଦେଖିଥିବା କଥା କହିଛନ୍ତି।

Hot this week

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

Related Articles

Popular Categories