www.samajalive.in
Saturday, December 6, 2025
26.1 C
Bhubaneswar

ସାବଧାନ.. ଡେଙ୍ଗୁ ମଶା କାମୁଡିବା ପରେ ଦେଖାଯାଏ ଏହି ୫ ଲକ୍ଷଣ

ନୂଆଦିଲ୍ଲୀ : ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତାନୁସାରେ ସଠିକ୍‌ ସମୟାନୁସାରେ ଚିହ୍ନଟ କରି ଡେଙ୍ଗୁର ଚିକିତ୍ସା କରାଇବା ନିତାନ୍ତ ଜରୁରୀ । ନଚେତ୍‌ ଜୀବନ ମଧ୍ୟ ଚାଲି ଯାଇପାରେ । ତେବେ ଡେଙ୍ଗୁ ମଶା କାମୁଡିବା ପରେ ଏପରି କିଛି ଲକ୍ଷଣ ଦେଖାଯାଏ, ଯାହାକୁ ସାଧାରଣତଃ ଅନେକ ସମୟରେ ଲୋକେ ଅଣଦେଖା କରନ୍ତି । ଯାହା ଜୀବନକୁ ନିଶ୍ଚିତ ବିପଦରେ ପକାଇଥାଏ । ପାଗରେ ପରିବର୍ତ୍ତନ, ବର୍ଷା ପରେ ଡେଙ୍ଗୁର ପ୍ରକୋପ ଅଧିକ ଥାଏ । ତେବେ ଏହି ଲକ୍ଷଣ ପ୍ରତି ଦିଅନ୍ତୁ ଧ୍ୟାନ..

ଡେଙ୍ଗୁ ମଶା କାମୁଡିବାର ୩ ରୁ ୭ ଦିନ ମଧ୍ୟରେ କିଛି ଲକ୍ଷଣ ଦେଖାଯାଏ । ଯେପରି କି ହଠାତ୍‌ ଜୋର୍‌ରେ ଜ୍ୱର ହେବା ।

- Advertisement -

ଅତ୍ୟଧିକ ମୁଣ୍ଡ ବିନ୍ଧା, ଆଖି ନିକଟରେ ଯନ୍ତ୍ରଣା ଅନୁଭବ ହେବା ଡେଙ୍ଗୁ ହେବାର ଲକ୍ଷଣ ।
ଶରୀର, ମାଂସପେଶୀ ଓ ଆଣ୍ଠୁଗଣ୍ଠିରେ ବ୍ୟଥା, ଦୁର୍ବଳ ଅନୁଭବ ହେବା, ଜ୍ୱର ହେବାର ୨ ରୁ ୫ ଦିନ ମଧ୍ୟରେ ଶରୀରରେ ଲାଲ ଲାଲ ଦାଗ ହେବା ଅର୍ଥାତ୍‌ ଆପଣଙ୍କୁ ଡେଙ୍ଗୁ ମଶା କାମୁଡିଛି ।

ଏହା ବ୍ୟତୀତ ବାନ୍ତି ହେବା, ଭୋକ କମ୍‌ ହେବା ଦ୍ୱାରା ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

ମହାଲକ୍ଷ୍ମୀ ରାଜଯୋଗ ସହ ଦୁର୍ଲ୍ଲଭ ସଂଯୋଗ: ଏହି ୩ ରାଶି ହେବେ ହଠାତ୍‌ ଧନୀ..

 

Hot this week

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

Related Articles

Popular Categories