ମହାଲକ୍ଷ୍ମୀ ରାଜଯୋଗ ସହ ଦୁର୍ଲ୍ଲଭ ସଂଯୋଗ: ଏହି ୩ ରାଶି ହେବେ ହଠାତ୍‌ ଧନୀ..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହଙ୍କ ସ୍ଥିତି ଓ ଚଳନ ସମୟାନୁସାରେ ବିଭିନ୍ନ ଶୁଭ ଓ ରାଜଯୋଗ ସୃଷ୍ଟି ହୋଇଥାଏ । ଏହାର ପ୍ରଭାବ ସମସ୍ତ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ପଡିଥାଏ । ଗ୍ରହଙ୍କ ପରିବର୍ତ୍ତନର ବିଶେଷ ମହତ୍ତ୍ୱ ମଧ୍ୟ ରହିଛି । ଶାସ୍ତ୍ର ଅନୁସାରେ ୨୪ ସେପ୍ଟେମ୍ବରରେ ଚନ୍ଦ୍ର ଓ ମଙ୍ଗଳ ଏକାଠି ହୋଇ ମହାଲକ୍ଷ୍ମୀ ରାଜଯୋଗ ସୃଷ୍ଟି ହେବ । ଏହି ରାଜଯୋଗ ଫଳରେ ୩ ରାଶି ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ସୁନା ଭଳି … Continue reading ମହାଲକ୍ଷ୍ମୀ ରାଜଯୋଗ ସହ ଦୁର୍ଲ୍ଲଭ ସଂଯୋଗ: ଏହି ୩ ରାଶି ହେବେ ହଠାତ୍‌ ଧନୀ..