www.samajalive.in
Sunday, December 14, 2025
23.1 C
Bhubaneswar

ଜୀବନରେ କେତେବେଳେ ବି କଷ୍ଟ ଆସିପାରେ – ମୁଖ୍ୟମନ୍ତ୍ରୀ

ସମାଜ ବ୍ୟୁରୋ : “ଜୀବନ-ଜିନ୍ଦାବାଦ”ପ୍ରୟାସର ଅବସରରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଛାତ୍ରଛାତ୍ରୀ ଓ ଯୁବଗୋଷ୍ଠୀଙ୍କୁ ଉଦବୋଧନ ଦେଇ କହିଥିଲେ ଯେ, କମିଶନରେଟ ପୋଲିସର ଏହି ଅଭିନବ କାର୍ଯ୍ୟକ୍ରମ ଯୁବପୀଢ଼ୀ ଓ ଛାତ୍ରଛାତ୍ରୀଙ୍କ ଭିତରେ ଏକ ସକରାତ୍ମକ ଚିନ୍ତାଧାରା ସୃଷ୍ଟି କରିବା ସହିତ ଜୀବନକୁ ଠିକ୍ ଭାବେ ଜୀଇଁବା ପାଇଁ ପ୍ରେରଣା ଦେବ । ଏହି କାର୍ଯ୍ୟକ୍ରମ ଆମ ସମାଜକୁ ଜୀବନ ଅମୂଲ୍ୟ ବୋଲି ଏକ ଦୃଢ଼ବାର୍ତ୍ତା ପହଞ୍ଚାଇବ।
କାର୍ଯ୍ୟକ୍ରମରେ ଜୀବନରେ କେତେବେଳେ ବି କଷ୍ଟ ଆସିପାରେ କିନ୍ତୁ ସେଗୁଡ଼ିକୁ ସାମ୍ନା କରି, ଜୀବନର ପ୍ରତିଟି ସଂଘର୍ଷକୁ ଏକ ଅଧ୍ୟାୟ ମନେକରି ଆଗକୁ ବଢ଼ିବା ପାଇଁ ମୁଖ୍ୟମନ୍ତ୍ରୀ ଯୁବସମାଜକୁ ଆହ୍ୱାନ ଦେଇଥିଲେ।

Hot this week

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

ଭାରତ ଉପରେ ୫୦% ବାଣିଜ୍ୟିକ ଶୁଳ୍କକୁ ବିରୋଧ

ଶୁଳ୍କ ପ୍ରତ୍ୟାହାର ପ୍ରସ୍ତାବ ଆଣିଲେ ୩ ସିନେଟର ୱାଶିଂଟନ : ଆମେରିକା ରାଷ୍ଟ୍ରପତି...

ପଶ୍ଚିମବଙ୍ଗରେ ଏସଆଇଆର ପ୍ରଭାବ

ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର କଲକାତା : ନିର୍ବାଚନ...

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

Related Articles

Popular Categories