www.samajalive.in
Saturday, December 6, 2025
16.1 C
Bhubaneswar

ଗୋଟିଏ ଦିନ ପରେ ଶ୍ରାବଣ ପୂର୍ଣ୍ଣିମା; ପୁଣି ଗ୍ରହଙ୍କ ଦୁର୍ଲ୍ଲଭ ଯୋଗ.. ଏହି ୫ ରାଶିଙ୍କ ପାଇଁ ଆସୁଛି ବଡ ଖୁସି,ସଫଳତା, କିଣିବେ ଘର,ଗାଡି, ହେବେ ଭାଗ୍ୟଶାଳୀ..

ଚଳିତ ବର୍ଷ ଶ୍ରାବଣ ମାସ ୧୧ ଜୁଲାଇରୁ ଆରମ୍ଭ ହୋଇ ଅଗଷ୍ଟ ୯ ଅର୍ଥାତ୍‌ ରାକ୍ଷୀ ପୂର୍ଣ୍ଣିମାରେ ଶେଷ ହେବ । ଏହାସହ ଏହି ଦିନ ଶ୍ରାବଣ ପୂର୍ଣ୍ଣିମାର ସଂଯୋଗ ମଧ୍ୟ ହେବ । ମାନ୍ୟତା ଅନୁଯାୟୀ, ଶ୍ରାବଣ ମାସ ଶେଷ ହେବା ପରେ ଗ୍ରହଙ୍କ ଏକ ବିଶେଷ ସଂଯୋଗ ହେବ । ଯାହା କିଛି ରାଶି ବ୍ୟକ୍ତି ବିଶେଷଙ୍କ ଭାଗ୍ୟକୁ ବଦଳାଇ ଦେବ । ଶ୍ରାବଣ ପରେ ବୁଧ ଓଲଟା ଚଳନ କରିବେ । କିଛି ଦିନ ପରେ ଜନ୍ମାଷ୍ଟମୀ ପର୍ବ ମଧ୍ୟ ପାଳନ କରାଯିବ । ଜାଣନ୍ତୁ କେଉଁ କେଉଁ ରାଶିଙ୍କ ଭାଗ୍ୟ ଚମକିବ..

ମେଷ- ଏହି ରାଶିଙ୍କର ଶୁଭ ସମୟ ଆରମ୍ଭ ହେବ । ଉନ୍ନତି ହେବ । ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଉତ୍ତମ ରହିବ । ନୂଆ ଖୁସିର ଆଗମନ ହେବ । ଅଟକି ଥିବା କାମ ପୂରଣ ହେବ । ହଠାତ୍‌ ଧନ ପ୍ରାପ୍ତି ହେବ ।

- Advertisement -

ସିଂହ- ନୂଆ ଖୁସି ମିଳିବ । ଭାଗ୍ୟର ସାଥ୍‌ ମିଳିବ । ଚାକିରିରେ ନୂଆ ନୂଆ ସୁଯୋଗ ମିଳିବ । ଧନ ଲାଭର ମଧ୍ୟ ଯୋଗ ରହିଛି । ଚିନ୍ତା ଦୂର ହୋଇ ଶାନ୍ତି ମିଳିବ ।

କନ୍ୟା- ଛାତ୍ରଛାତ୍ରୀଙ୍କ ପାଇଁ ସମୟ ଶୁଭଙ୍କର । ଧନ ଲାଭର ଯୋଗ ରହିଛି । ଆର୍ଥିକ ସ୍ଥିତି ମଜଭୁତ ହେବ । କର୍ମକ୍ଷେତ୍ରରେ ନୂଆ ନୂଆ ସୁଯୋଗ ମିଳିବ ।

ତୁଳା- କର୍ମକ୍ଷେତ୍ରରେ ଉନ୍ନତି ପାଇଁ ସୁଯୋଗ ମିଳିବ । ଉଚ୍ଚ ପଦ ମିଳିବ । ମାନ-ସମ୍ମାନ ପ୍ରାପ୍ତି ହେବ । ଭୂମି,ଜମି ସହ ଯାନ କିଣିବାର ଯୋଗ ରହିଛି । ସମସ୍ତ କାର୍ଯ୍ୟ ଓ ଯୋଜନାରେ ସଫଳତା ମିଳିବ । ଜୀବନରେ ହସଖୁସି,ସୁଖ-ସମୃଦ୍ଧିର ବୃଦ୍ଧି ହେବ ।

ଧନୁ- ଆୟରେ ବୃଦ୍ଧି ହେବ । ପରିଶ୍ରମର ଫଳ ମିଳିବ । ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟା ଦୂର ହେବ । ଜୀବନରେ ଶାନ୍ତି ଓ ଖୁସି ରହିବ ।

ଜାଣନ୍ତୁ ରାଶି ଅନୁଯାୟୀ ଭାଇକୁ ବାନ୍ଧିବେ କେଉଁ ରଙ୍ଗର ରାକ୍ଷୀ, ଭଉଣୀକୁ ଦେବେ କି ଉପହାର..

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories