ଭୁବନେଶ୍ଵର: ଆନ୍ତଃରାଜ୍ୟ ସିନ୍ଧିଚୋର ଗ୍ୟାଙ୍ଗ ଗିରଫ । ଦିଲ୍ଲୀରୁ କମିଶନରେଟ୍ ପୁଲିସ୍ ସିନ୍ଧି ଚୋର ଗ୍ୟାଙ୍ଗକୁ ଗିରଫ କରିଛି। ଲୁଟେରାମାନେ ସହିଦନଗର ଥାନା ଅଞ୍ଚଳର ଜଣେ ଆଇଟି ଅଫିସରଙ୍କ ଘରୁ ଲୁଟ୍ କରିଥିଲେ। ତଦନ୍ତ ପରେ କମିଶନରେଟ୍ ପୁଲିସ୍ ଦୁଇ ଲୁଟେରାଙ୍କୁ ଗିରଫ କରିବା ସହ ଚୋରି ଜିନିଷ ମଧ୍ୟ ଜବତ କରିଛି।
Popular Categories



