www.samajalive.in
Wednesday, December 10, 2025
18.1 C
Bhubaneswar

ସାହାରପଡା ଅଞ୍ଚଳରେ ସାର କଳାବଜାର, କୃଷି ଅଧିକାରୀଙ୍କ ତଦନ୍ତ

ପାଟଣା: ଖରିଫ ଋତୁ ଚାଷ ସମୟରେ ଚାଷୀମାନଙ୍କର ସାରର ଚାହିଦା  ରହିଥିବାବେଳେ ଚଢ଼ା ଦରରେ କଳାବଜାରରେ ସାର ବିକ୍ରୟକୁ ରୋକିବା ପାଇଁ ସୋମବାର ଜିଲ୍ଲା କୃଷି ବିଭାଗ ପକ୍ଷରୁ ସାହାରପଡା ଅଞ୍ଚଳରେ ତଦନ୍ତ କରାଯାଇଛି। ଏହି ତଦନ୍ତରେ କୃଷି  ଜିଲ୍ଲା ଅଧିକାରୀ ବିଶ୍ୱଜୟୀ ମିଶ୍ରଙ୍କ ନେତୃତ୍ୱରେ ସାହାରପଡା ଅଞ୍ଚଳରେ ଥିବା ବେସରକାରୀ ସାର ବିକ୍ରୟ କେନ୍ଦ୍ରଗୁଡିକରେ ତଦନ୍ତ କରାଯାଇଥିଲା। ଏହି ସାର ବିକ୍ରୟ କେନ୍ଦ୍ରମାନଙ୍କଠାରୁ ସାର ନମୁନା ସଂଗ୍ରହ କରାଯାଇ ପରୀକ୍ଷାଗାରକୁ ପଠାଯାଇଥିବା ବେଳେ ସାରର ମାନ ମଧ୍ୟ ପରୀକ୍ଷା କରାଯିବ ବୋଲି ଜଣାପଡିଛି। ତଦନ୍ତରେ ସାହାରପଡା ବ୍ଲକ କୃଷି ଅଧିକାରୀ ତନୟା ସାହୁ ଓ ସହକାରୀ କୃଷି ଅଧିକାରୀ ପ୍ରଜ୍ଞା ପରମିତା ଜେନା ପ୍ରମୁଖ ସାମିଲ ରହିଥିଲେ।

Hot this week

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

Related Articles

Popular Categories