www.samajalive.in
Thursday, December 11, 2025
15.1 C
Bhubaneswar

ପଳାସିଆରେ ଶୋକାକୂଳ ପରିବେଶ

ସମାଜ ଡିଜିଟାଲ ଡେସ୍କ: ସୌମ୍ୟାଶ୍ରୀଙ୍କ ମୃତ୍ୟୁ ପରେ ତାଙ୍କୁ ଝୁରୁଛି ଗାଁ। ବାଲେଶ୍ଵର ଜିଲା ଭୋଗରାଇ ବ୍ଲକ ଅନ୍ତର୍ଗତ ପଳାସିଆ ଗାଁରେ ସୌମ୍ୟାଶ୍ରୀ ବିଶିଙ୍କ ଜନ୍ମ। ମୃତ୍ୟୁ ପରେ ଏବେ ଗାଁରେ ଶୋକାକୂଳ ପରିବେଶ। ପ୍ରତିଟି ଗ୍ରାମବାସୀଙ୍କ ଆଖିରେ ଲୁହ। ସୌମ୍ୟାଶ୍ରୀ ଜଣେ ମେଧାବୀ ଛାତ୍ରୀ ସାଙ୍ଗକୁ ଏକକ ଅଭିନୟ କରିବାରେ ଥିଲେ ମାହିର। ତାଙ୍କୁ ହରାଇ ଗାଁ କାନ୍ଦୁଛି।

ଭୁବନେଶ୍ଵର ଏମ୍‌ସରେ ସୋମବାର ରାତି ୧୧ଟା ୪୬ ମିନିଟରେ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଘଟିଥିଲା। ଗତ ଶୁକ୍ରବାର ସୌମ୍ୟାଶ୍ରୀ ଏଫଏମ କଲେଜରେ ନିଜ ଦେହରେ ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ଵର ଏମ୍‌ସରେ ଭର୍ତ୍ତି କରାଯାଇଥିଲା। ବହୁ ପ୍ରଚେଷ୍ଟା ସତ୍ବେ ଡାକ୍ତରମାନେ ତାଙ୍କ ଜୀବନ ରକ୍ଷା କରିପାରି ନ ଥିଲେ। ରାତି ମୃତଦେହ ବ୍ୟବଚ୍ଛେଦ ପରେ ୩ଟା ୩୫ରେ ମରଶରୀରକୁ ଗାଁ ଅଭିମୁଖେ ନିଆଯାଇଥିଲା। ଗାଁରେ ହିଁ ସୌମ୍ୟାଶ୍ରୀଙ୍କ ଶେଷକୃତ୍ୟ ହେବ ବୋଲି ସୂଚନା ମିଳିଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories