ଭୁବନେଶ୍ୱର : ଗ୍ରାହକଙ୍କ ପାଇଁ ଆଶ୍ୱସ୍ତି ସହ ଖୁସି ଖବର । ସୋମବାର ଅର୍ଥାତ୍ ୩୦ ଜୁନ୍ରେ ପୁଣି କମିଛି ସୁନା ଦର ।୧ ଲକ୍ଷ ଟଙ୍କା ସୁନା ଦାମ୍ ଅତିକ୍ରମ କରିବା ପରେ ଏଯାଏଁ ପ୍ରାୟ ୩ ହଜାର ଟଙ୍କା ଦାମ୍ ହ୍ରାସ ପାଇଛି ।
୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍କୁ ୯୭,୨୬୦ ଟଙ୍କା ରହିଛି । ଗତକାଲି ୯୭,୪୨୦ ଟଙ୍କା ଥିଲା । ଏଥିରେ ୧୬୦ ଟଙ୍କା ହ୍ରାସ ହୋଇଛି ।
୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍କୁ ୮୯,୧୫୦ ଟଙ୍କା ରହିଛି । ଗତକାଲି ୮୯,୩୦୦ ଟଙ୍କା ଥିଲା । ଏଥିରେ ୧୫୦ ଟଙ୍କା ହ୍ରାସ ହୋଇଛି ।
୧୮ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍କୁ ୭୨,୯୪୦ ଟଙ୍କା ରହିଛି । ଗତକାଲି ୭୩,୦୭୦ ଟଙ୍କା ଥିଲା । ଏଥିରେ ୧୩୦ ଟଙ୍କା ହ୍ରାସ ହୋଇଛି ।
ସେହିପରି ରୁପା ଦାମ୍ ମଧ୍ୟ କମ୍ ହୋଇଛି । ୧୦୦ ଗ୍ରାମ୍ ରୁପା ଦାମ୍ ୧୧,୭୭୦ ଟଙ୍କା ରହିଛି । ଗତକାଲି ୧୧,୭୮୦ ଟଙ୍କା ଥିଲା। ଏଥିରେ ୧୦ ଟଙ୍କା ହ୍ରାସ ହୋଇଛି ।
ଜୁଲାଇରେ ଗ୍ରହଙ୍କ ମହାଚଳନ .. ଏହି ରାଶିଙ୍କ ପାଇଁ ଆସୁଛି ବଡ ଖୁସି; ମିଳିବ ଖାଲି ସଫଳତା, ଚାକିରି, କିଣିବେ ଘର,ଗାଡି..



