ଜୁଲାଇରେ ଗ୍ରହଙ୍କ ମହାଚଳନ .. ଏହି ରାଶିଙ୍କ ପାଇଁ ଆସୁଛି ବଡ ଖୁସି; ମିଳିବ ଖାଲି ସଫଳତା, ଚାକିରି, କିଣିବେ ଘର,ଗାଡି..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଜୁଲାଇ ମାସ ଗ୍ରହଙ୍କ ଚଳନ ଦୃଷ୍ଟିରୁ ଖୁବ୍‌ ଖାସ୍‌ ହେବାକୁ ଯାଉଛି । ୯ ଜୁଲାଇରେ ଗୁରୁ ବୃହସ୍ପତି ମିଥୁନ ରାଶିରେ ଉଦୟ ହେବେ । ୧୩ ଜୁଲାଇରେ ଶନି ଦେବ ମୀନ ରାଶିରେ ଓଲଟା ଚଳନ କରିବେ । ୧୬ ଜୁଲାଇରେ ସୂର୍ଯ୍ୟ କର୍କଟ ରାଶିରେ ପ୍ରବେଶ କରିବେ । ୧୮ ଜୁଲାଇରେ ବୁଧ ଗ୍ରହ କର୍କଟ ରାଶିରେ ଓଲଟା ଚଳନ କରିବେ । ୨୪ ଜୁଲାଇରେ ବୁଧ କର୍କଟ ରାଶିରେ … Continue reading ଜୁଲାଇରେ ଗ୍ରହଙ୍କ ମହାଚଳନ .. ଏହି ରାଶିଙ୍କ ପାଇଁ ଆସୁଛି ବଡ ଖୁସି; ମିଳିବ ଖାଲି ସଫଳତା, ଚାକିରି, କିଣିବେ ଘର,ଗାଡି..