www.samajalive.in
Saturday, December 6, 2025
26.1 C
Bhubaneswar

ଯୁଦ୍ଧବିରାମ ପାଇଁ ଭିକ୍ଷା ମାଗୁଛନ୍ତି ଟ୍ରମ୍ପ, କ୍ଷେପଣାସ୍ତ୍ର ବର୍ଷା କରି ଏମିତି କହିଲା ଇରାନ

ସମାଜ ଡିଜିଟାଲ ଡେସ୍କ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହୁଏତ ଯୁଦ୍ଧବିରତି ପାଇଁ ଘୋଷଣା କରିଛନ୍ତି, କିନ୍ତୁ ଉଭୟ ପାଶ୍ୱର୍ରୁ କ୍ଷେପଣାସ୍ତ୍ର ବର୍ଷା ଜାରି ରହିଛି । ଆଜି ସକାଳେ ଇରାନ ୩ଟି କ୍ଷେପଣାସ୍ତ୍ର ମାଡ କରିଛି । ଯେଉଁଥିରେ ତିନି ଜଣ ଇସ୍ରାଏଲୀ ନାଗରିକଙ୍କ ମୃତ୍ୟୁ ଘଟିଛି । ସେପ୍ଣଙ୍କ ଇସ୍ରାଏଲର ଆକ୍ରମଣରେ ଇରାନର ଆଉ ଜଣେ ଶୀର୍ଷ ପରମାଣୁ ବୈଜ୍ଞାନିକ ପ୍ରାଣ ହରାଇଛନ୍ତି । ଇସ୍ରାଏଲ ପକ୍ଷରୁ କୁହାଯାଇଛି ଯେ ଇରାନର କ୍ଷେପଣାସ୍ତ୍ର ମାଡ ଯୋଗୁଁ ବେରଶେବାରେ ତିନି ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ ବିଭିନ୍ନ ସ୍ଥାନରେ ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ଇସ୍ରାଏଲ କହିଛି ।

ସେପଟେ ଇରାନର ସରକାରୀ ଗଣମାଧ୍ୟମ ମଙ୍ଗଳବାର ଘୋଷଣା କରିଛି ଯେ କାତାରରେ ଥିବା ଏକ ଆମେରିକୀୟ ଘାଟି ଉପରେ ଇରାନର ପ୍ରତିଶୋଧମୂଳକ ଆକ୍ରମଣର କିଛି ଘଣ୍ଟା ପରେ ଦେଶର ସାମରିକ ପ୍ରତିକ୍ରିୟା ପରେ ‘ଶତ୍ରୁ ଉପରେ ଅସ୍ତ୍ରବିରତି ଲାଗୁ’ ନେଇ ଘୋଷଣା କରିଛି ଆମେରିକା । ଇରାନ କହିଛି ଯେ ଆମେରିକା ଇସ୍ରାଏଲକୁ ଯୁଦ୍ଧବିରତି ପାଇଁ ଭିକ୍ଷା ମାଗୁଛି ।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories