www.samajalive.in
Friday, December 5, 2025
27.1 C
Bhubaneswar

ଦେଖନ୍ତୁ ଭିଡିଓ ; ଦୋକାନୀଙ୍କ ସାମ୍ନାରୁ ଚେନ୍‌ ଲୁଟି ନେଇ ଚୋର ଫେରାର

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ବିଭିନ୍ନ ସମୟରେ ଭାଇରାଲ୍‌ ହେଉଥିବା ଭିଡିଓ ଆଶ୍ଚର୍ଯ୍ୟଚକିତ କରିବା ସହ ଦ୍ରୁତ ଗତିରେ ଭାଇରାଲ୍‌ ହୋଇଥାଏ । ଅନେକ ସମୟରେ ଭିଡିଓ ଦେଖି ଲୋକେ ନିଜ ହସକୁ ରୋକି ପାରନ୍ତି ନାହିଁ । ବିଭିନ୍ନ ପ୍ରକାର ଭିଡିଓ ଷ୍ଟଣ୍ଟ ଠାରୁ ଆରମ୍ଭ କରି ଝଗଡା, ମାର୍‌ପିଟ୍‌, ଜୁଗାଡ୍‌, ଲୁଟ୍‌ ଆଦି ଭାଇରାଲ୍‌ ହୋଇଥାଏ । ନିକଟରେ ଭାଇରାଲ୍‌ ହେଉଥିବା ଚୋରିର ଏକ ଭିଡିଓ ଦେଖି କାବା ହୋଇଯିବେ । କ୍ୟାମେରାରେ ଚୋରିର ସମ୍ପୂର୍ଣ୍ଣ ଘଟଣା କଏଦ ହୋଇଛି । ଖାସ୍‌ କଥା ହେଉଛି ଦୋକାନୀଙ୍କ ସାମ୍ନାରେ ହିଁ ଚୋର ଚୋରି କରୁଛି ।

ଭିଡିଓଟି ଏକ ସୁନା ଦୋକାନର । ଭିଡିଓରେ ଦେଖିପାରିବେ, ଏକ ସୁନା ଦୋକାନ ଭିତରେ ଦୋକାନୀ ଓ ଜଣେ ଯୁବକ ବସିଛନ୍ତି । ଦୋକାନୀ ଜଣକ ଉକ୍ତ ଯୁବକଙ୍କୁ ଚେନ୍‌ ଦେଖାଯାଉଛନ୍ତି । ଉଭୟ କଥାବାର୍ତ୍ତା ମଧ୍ୟ କରୁଛନ୍ତି । ଟଙ୍କା ଦେବା ବିଷୟରେ କଥା ହେବା ଭଳି ଅନୁମାନ କରାଯାଉଛି ।

- Advertisement -

ସେହି ସମୟରେ ଦୋକାନୀ ଜଣକ ପେମେଣ୍ଟ ମେସିନ୍‌ କାଢିବା ସମୟରେ ଯୁବକ ଜଣକ ଚେନ୍‌ ଧରି ସେଠାରୁ ଫେରାର ହୋଇଯାଉଛନ୍ତି । ଦୋକାନୀ ଜଣକ ହଠାତ୍‌ କିଛି ବୁଝି ପାରୁନଥିବା ଦେଖାଯାଉଛି । ଯୁବକ ସେଠାରୁ ଚେନ୍‌ ନେଇ ଫେରାର୍‌ ହୋଇଯାଉଛନ୍ତି । ଭିଡିଓ ଦେଖିବା ପରେ ଲୋକେ ଭିନ୍ନ ଭିନ୍ନ ମତ ଦେଇଛନ୍ତି ।

ମହାଲକ୍ଷ୍ମୀ ରାଜଯୋଗ ; ଏହି ୩ ରାଶିଙ୍କ ଜୀବନରେ ହେବ ବଡ ପରିବର୍ତ୍ତନ, ହେବେ ମାଲାମାଲ୍‌, ସବୁଥିରେ ମିଳିବ ସଫଳତା

ଚିନ୍ତା ବଢାଇଲା ; ପୁଣି ବଢିଲା ସୁନା ଦାମ୍‌, ଜାଣନ୍ତୁ କେତେ

Hot this week

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

Related Articles

Popular Categories