www.samajalive.in
Sunday, December 7, 2025
15.1 C
Bhubaneswar

ଜାଣନ୍ତୁ, କେଉଁ କାରଣରୁ କଳା କୁକୁରକୁ ରୁଟି ଖାଇବାକୁ ଦିଆଯାଏ

ଘରେ କୁକୁର ପାଳିବା ଅନେକ ଲୋକଙ୍କର ସଉକ ଅଟେ। କୁକୁରକୁ ବିଶ୍ବସ୍ତ ପ୍ରାଣୀ କୁହାଯାଏ। କଳା ରଙ୍ଗର କୁକୁରକୁ ଅତ୍ୟନ୍ତ ଶୁଭ ବୋଲି କୁହାଯାଇଛି। ଆପଣ ଦେଖିଥିବେ ଅନେକ ଲୋକ କଳା ରଙ୍ଗର କୁକୁରକୁ ରୁଟି ଖାଇବାକୁ ଦେଇଥାଆନ୍ତି। ଏପରି କରିବାର କାରଣ ଆପଣ ଜାଣିଛନ୍ତି କି? ଆସନ୍ତୁ ଜାଣିବା ସେହି ସମ୍ବନ୍ଧରେ ..

କଳା ରଙ୍ଗର କୁକୁରକୁ ରୁଟି ଖାଇବାକୁ ଦେବା ଦ୍ବାରା ଶନିଦେବ ପ୍ରସନ୍ନ ହୋଇଥାଆନ୍ତି। ଶନିଦେବ ନ୍ୟାୟର ଦେବତା ଅଟନ୍ତି। ସେ ମନୁଷ୍ୟକୁ ନିଜର କର୍ମ ଅନୁସାରେ ଫଳ ପ୍ରଦାନ କରିଥାଆନ୍ତି। ଏପରି କ୍ଷେତ୍ରରେ କଳା ରଙ୍ଗର କୁକୁରକୁ ରୁଟି ଖାଇବାକୁ ଦେବା ଦ୍ବାରା ଅନେକ କଷ୍ଟରୁ ମୁକ୍ତି ମିଳିଥାଏ। ଏବଂ ଶତ୍ରୁଙ୍କ ଠାରୁ ସର୍ବଦା ଜୟ କରିଥାଆନ୍ତି।

- Advertisement -

କଳା ରଙ୍ଗର କୁକୁରକୁ ରୁଟି ଖାଇବାକୁ ଦେବା ବେଳେ କିଛି ଦିଗ ପ୍ରତି ଧ୍ୟାନ ଦେବା ଉଚିତ। କଳା ରଙ୍ଗର କୁକୁର ପାଳିବା ଦ୍ବାରା ଘରେ ଶୁଭ ଫଳ ପ୍ରାପ୍ତି ହୋଇଥାଏ। ତାଙ୍କୁ ରୁଟି ଖାଇବାକୁ ଦେବା ଦ୍ବାରା ଶନିଙ୍କ କୋପରୁ ରକ୍ଷା ମିଳିଥାଏ। ଜାତକରେ ଶନିଙ୍କ ଦଶା ମଧ୍ୟ ମଜଭୂତ ହୋଇଥାଏ। ଶନିଙ୍କ କୋପରୁ ରକ୍ଷା ପାଇବା ପାଇଁ ପ୍ରତ୍ୟେକ ଶନିବାରରେ କଳା କୁକୁରକୁ ରୁଟି ଖାଇବାକୁ ଦେବା ଉଚିତ।

କଳା କୁକୁରକୁ ସୋରିଷ ତେଲ ମାରି ରୁଟି ଦେବା ଦ୍ବାରା ଅତ୍ୟନ୍ତ ଶୁଭ ଫଳ ମିଳିଥାଏ। କୁହାଯାଇଛି ଯେ, ଏପରି କରିବା ଦ୍ବାରା ଶନିଙ୍କ ସମେତ ରାହୁ ଓ କେତୁଙ୍କ ସ୍ଥିତି ମଧ୍ୟ ମଜଭୂତ ହୋଇଥାଏ। କଳା ରଙ୍ଗର କୁକୁରକୁ ରୁଟି ଖାଇବାକୁ ଦେବା ଦ୍ବାରା ଆର୍ଥିକ ସ୍ଥିତି ସୁଦୃଢ ହୋଇଥାଏ। ସମସ୍ତ ପ୍ରକାରର ଆର୍ଥିକ ସମସ୍ୟା ମଧ୍ୟ ଦୂର ହୋଇଥାଏ। ଧନସମ୍ପତ୍ତ ସମ୍ବନ୍ଧୀୟ କୌଣସି ଅସୁବିଧା ରହିଥିଲେ କଳା କୁକୁରକୁ ରୁଟି ନିତାନ୍ତ ଭାବେ ଖାଇବାକୁ ଦିଅନ୍ତୁ। ଏହାଦ୍ବାର ଧନସମ୍ପତ୍ତି ସମ୍ବନ୍ଧୀୟ ସମସ୍ତ ଅସୁବିଧା ଦୂର ହେବ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories