www.samajalive.in
Monday, December 8, 2025
27.1 C
Bhubaneswar

ଦେଖନ୍ତୁ ଭିଡିଓ; ଯୁବକଙ୍କ ସାମ୍ନାରେ ପରଷା ଯାଇଛି ଭଳିକି ଭଳି ବ୍ୟଞ୍ଜନ, ଗଣିବେ ନା ଖାଇବେ..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଭିଡିଓ ଭାଇରାଲ୍‌ ହୋଇଥାଏ । କିଛି ଆଶ୍ଚର୍ଯ୍ୟଚକିତ କରିବା ସହ କିଛି ମନଛୁଆଁ ମଧ୍ୟ ହୋଇଥାଏ । କିଛି ଦ୍ରୁତ ଗତିରେ ଭାଇରାଲ୍‌ ହେବା ସହ ଲୋକଙ୍କ ଧ୍ୟାନକୁ ଆକର୍ଷିତ କରିଥାଏ ।
ଭାଇରାଲ୍‌ ହେଉଥିବା ଭିଡିଓରେ ଜଣେ ବ୍ୟକ୍ତି ଚଟାଣରେ ବସିଥିବା ଦେଖାଯାଉଛି । ତାଙ୍କ ସାମ୍ନାରେ ଗୋଟିଏ କି ଦୁଇଟି ନୁହେଁ ବରଂ ଅନେକ ବ୍ୟଞ୍ଜନ ସଜା ହୋଇ ପରଷା ଯାଇଛି । ଏତେ ସଂଖ୍ୟାରେ ପାତ୍ରରେ ଖାଦ୍ୟ ସଜାଯାଇଛି ଯେ, ତା ଗଣିବା କଷ୍ଟକର ।


ଭିଡିଓଟି କେଉଁ ସ୍ଥାନର ଓ ଦିନର ତାହାର ସ୍ପଷ୍ଟତା ମିଳିନାହିଁ । ଭିଡିଓ ଦେଖିବା ପରେ ଲୋକେ ଭିନ୍ନ ଭିନ୍ନ ମତ ଦେବା ସହ କିଛି ଲେଖିଛନ୍ତି, ଶ୍ୱଶୁର ଘରକୁ ଜ୍ୱାଇଁ ପ୍ରଥମେ ଯାଇଛନ୍ତି ।

ରାହୁଙ୍କ କୃପାରୁ ନିଶ୍ଚୟ ଧନୀ ହୁଅନ୍ତି ଏହି ୨ଟି ରାଶି : ହଠାତ୍‌ ମିଳେ ଧନ, ସୁଖମୟ, ରାଜା ଭଳି ଜୀବନ

- Advertisement -

ଦେଖନ୍ତୁ ଭିଡିଓ ; କେମିତି ବାଘ ପାଟିରୁ ବଞ୍ଚିଲା କୁକୁର ଜୀବନ..

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories