www.samajalive.in
Friday, December 5, 2025
27.1 C
Bhubaneswar

ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ପ୍ରସ୍ତାବ

ନୂଆଦିଲ୍ଲୀ: ଯୁଦ୍ଧ ବିରତି ପରେ ଟ୍ରମ୍ପଙ୍କ ପ୍ରସ୍ତାବ। ଯୁଦ୍ଧ ବିରତିକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ପୋଷ୍ଟ କରିଛନ୍ତି। ସେ କହିଛନ୍ତି ଭାରତ ପାକିସ୍ତାନର ଦୃଢ ଏବଂ ଅଟଳ ଶକ୍ତିଶାଳୀ ନେତ୍ଟତ୍ଵ ପାଇଁ ମୁଁ ଗର୍ବିତ। ଆମେରିକା ଐତିହାସିକ ନିଷ୍ପତ୍ତିରେ ପହଞ୍ଚିବାରେ ସାହାର୍ଯ୍ୟ କରିପାରିଛି। ଉଭୟ ଦେଶର ଯୁଦ୍ଧରେ ଅନେକ ଲୋକଙ୍କର ଜୀବନ ଯାଇଥାନ୍ତା। ଦୁଇ ଦେଶ ମଧ୍ୟରେ ବ୍ୟବସାୟିକ କାରବାର ବଢାଇବାକୁ ଯାଉଛି। ଜମ୍ମୁ କାଶ୍ମୀର ସମସ୍ୟାର ସମାଧାନ ବାହାରି ପାରିବ ବୋଲି କହିଛନ୍ତି ଟ୍ରମ୍ପ ।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories