www.samajalive.in
Tuesday, December 9, 2025
17.1 C
Bhubaneswar

ଅର୍ଜୁନ ପୁରସ୍କାର ବିଜେତାଙ୍କୁ ୧୨ ବର୍ଷ ଜେଲ ଦଣ୍ଡ

ପଞ୍ଜାବ: ବହୁ କୋଟି ଟଙ୍କା ସମ୍ବଳିତ ସିନ୍ଥେଟିକ୍‍ ନିଶାଦ୍ରବ୍ୟ ମାମଲାରେ ଅର୍ଜୁନ ପୁରସ୍କାର ବିଜେତା କୁସ୍ତି ପ୍ରତିଯୋଗୀ ତଥା ପୂର୍ବତନ ପଞ୍ଜାବ ଡି.ଏସ୍‍.ପି. ଜଗଦିଶ୍‍ ସିଂହ ଭୋଲାଙ୍କୁ ମୋହାଲି ସ୍ଥିତ ସ୍ୱତନ୍ତ୍ର ସି.ବି.ଆଇ. କୋର୍ଟ ୧୨ ବର୍ଷର ଜେଲ ଦଣ୍ଡାଦେଶ ଦେଇଛନ୍ତି। ଭୋଲାଙ୍କ ବିରୁଦ୍ଧରେ ୨୦୧୩ରେ ରୁଜୁ ହୋଇଥିବା ସାତଟି ମାମଲା ମଧ୍ୟରୁ ତିନୋଟିରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଅନ୍ୟ ଦୁଇ ମାମଲାରେ ତାଙ୍କୁ ୧୦ ବର୍ଷ ଓ ୨ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ହୋଇଛି। ସମସ୍ତ ତିନୋଟି ଯାକ ମାମଲାର ଦଣ୍ଡ ତାଙ୍କୁ ଏକକାଳୀନ ଭାବେ ଭୋଗ କରିବାକୁ ପଡ଼ିବ ଓ ସେଥିମଧ୍ୟରୁ ସେ ୬ବର୍ଷ ଜେଲରେ କଟାଇ ସାରିଛନ୍ତି। କୋର୍ଟ ତାଙ୍କୁ ୨ଲକ୍ଷ ୨୦ହଜାର ଟଙ୍କାର ଜୋରିମାନା କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories