www.samajalive.in
Saturday, December 6, 2025
26.1 C
Bhubaneswar

ଦେଖନ୍ତୁ ଭିଡିଓ ; ଯୁବତୀଙ୍କୁ ମହଙ୍ଗା ପଡିଲା ମାଙ୍କଡ ସହ ରିଲ୍ସ, ହେଲା ଏମିତି..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଅନେକ ସମୟରେ ମଜାଳିଆ ଓ ଆଶ୍ଚର୍ଯ୍ୟଜନକ ଭିଡିଓ ଭାଇରାଲ୍‌ ହୋଇଥାଏ । କିଛି ଭିଡିଓ ଭୟଭୀତ କରିବା ସହ ସଭିଁଙ୍କ ଧ୍ୟାନକୁ ନିଜ ଆଡକୁ ଆକର୍ଷିତ କରିଥାଏ । ରିଲ୍ସ କରିବା ସମୟରେ ଅନେକ ଯୁବକ ହୁଅନ୍ତୁ ଅଥବା ଯୁବତୀ ଜୀବନକୁ ବିପଦରେ ପକାଇବା ସହ ସମସ୍ୟାର ମଧ୍ୟ ସାମ୍ନା କରି ଥାନ୍ତି । ନିକଟରେ ଜଣେ ଯୁବତୀ ଓ ମାଙ୍କଡର ଏକ ଭିଡିଓ ଦେଖି ଲୋକେ ଆଶ୍ଚର୍ଯ୍ୟ ହେବା ସହ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି ।


ଭିଡିଓରେ ଦେଖିପାରିବେ ଜଣେ ଯୁବତୀ ଛାତ ଉପରେ ଥିବା ଏକ ମାଙ୍କଡ ସହ ରିଲ୍ସ କରୁଛନ୍ତି । ଯୁବତୀ ଜଣକ ଏକ ଗୀତରେ ନାଚୁଥିବା ବେଳେ ସେଠାରେ ଥିବା ଏକ ମାଙ୍କଡ ଆଡକୁ ହାତ ବଢାଉଛନ୍ତି । ପ୍ରଥମେ ମାଙ୍କଡଟି ଶାନ୍ତ ଭାବେ ଯୁବତୀଙ୍କ ଆଡକୁ ହାତ ବଢାଇବା ସହ ପରେ ଯୁବତୀଙ୍କ କେଶକୁ ଟାଣି ଧରୁଛି । ଯୁବତୀ ଜଣକ ଚିତ୍କାର କରିବା ସହ ନିଜକୁ ମାଙ୍କଡ କବଳରୁ ରକ୍ଷା କରି ସେଠାରୁ ଦୌଡି ପଳାଉଛନ୍ତି । ଲୋକେ ଭିଡିଓ ଦେଖି ଲେଖିଛନ୍ତି, ମାଙ୍କଡକୁ ଯୁବତୀଙ୍କ ନାଚ ଦେଖି ପସନ୍ଦ ଆସିଲା ନାହିଁ, କେହି ଲେଖିଛନ୍ତି ଜୀବଜନ୍ତୁଙ୍କ ସହ ଏଭଳି ଭିଡିଓ କରିବା ଉଚିତ୍‌ ନୁହେଁ ।

ଆଉ ୨ ଦିନ ପରେ ଶକ୍ତିଶାଳୀ ରାଜଯୋଗ ; ଏହି ରାଶିଙ୍କୁ ମିଳିବ ଧନ,ସରକାରୀ ଚାକିରି, ହେବେ ମାଲାମାଲ୍‌..

- Advertisement -

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories