www.samajalive.in
Monday, December 8, 2025
13.1 C
Bhubaneswar

ଅପରାହ୍ନ ୪ଟା ମୁଖ୍ୟ ଖବର

ଦେବଗଡ ରିଜର୍ଭ ପୁଲିସ ପଡ଼ିଆରେ ହୋମଗାର୍ଡ ପରୀକ୍ଷା ଦେବାକୁ ଆସି ପରୀକ୍ଷାର୍ଥୀ ମୃତ.. ଦୁଃଖ ପ୍ରକାଶ କରିବା ସହ ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ..

ରାଜଧାନୀରେ କଂଗ୍ରେସର ରଣହୁଙ୍କାର.. ବିଧାନସଭା ଘେରାଉବେଳେ ଉଗ୍ର ରୂପ ଧାରଣ କଲା କଂଗ୍ରେସ.. ପୁଲିସ-କଂଗ୍ରେସ କର୍ମୀ ଧସ୍ତାଧସ୍ତି.. ରୋକିବାକୁ ଲାଠି ଚାର୍ଜସହ ପାଣି ମାଡ଼ ଓ ଲୁହବୁହା ଗ୍ୟାସ ପ୍ରୟୋଗ କଲା ପୁଲିସ.. ଚେୟାର ମାଡ଼ରେ ଅନେକ କଂଗ୍ରେସ କର୍ମୀ, ପୁଲିସ ଓ ସାମ୍ବାଦିକ ଆହତ..

- Advertisement -

ଏପଟେ ବିଧାନସଭାରେ ଗଙ୍ଗାଜଳ ଛିଞ୍ଚିଲା ବିଜେଡି.. ବିଧାନସଭାର ପବିତ୍ର ଗୃହକୁ ବିଜେପି ଅପବିତ୍ର କରିଥିବା ଅଭିଯୋଗ କରି ଗଙ୍ଗା ଜଳ ସିଞ୍ଚନ କରି ଅଭିନବ ପ୍ରତିବାଦ କରିଛି ବିଜୁ ଜନତା ଦଳ..

ଖୁବଶୀଘ୍ର ଭାରତ ଗସ୍ତରେ ଆସିବେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ.. ରୁଷ-ୟୁକ୍ରେନ ଯୁଦ୍ଧ ପରେ ଏହା ତାଙ୍କର ପ୍ରଥମ ଭାରତ ଗସ୍ତ ହେବ.. ଏନେଇ ସୂଚନା ଦେଲେ ରୁଷର ବୈଦେଶିକ ମନ୍ତ୍ରୀ ସେରଗେଇ ଲାଭରୋଭ..

ଉଦଳା ଅନ୍ବେଷା ହଷ୍ଟେଲରେ ନବମ ଶ୍ରେଣୀ ଛାତ୍ରୀ ମୃତ୍ୟୁ ଘଟଣା.. ହଷ୍ଟେଲ ଛାଡିଲେ ୧୭୦ ଅନ୍ତେବାସୀ.. ବହିରୁ ମିଳିଲା ସୁଇସାଇଡ୍ ନୋଟ୍..

ଛାତ୍ରଛାତ୍ରୀଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବାକୁ ରାଜ୍ୟସରକାରଙ୍କ ବଡ଼ ପଦେକ୍ଷପ.. ଏପ୍ରିଲ ପହିଲାରୁ ମଧ୍ୟାହ୍ନ ଭୋଜନ ସହ ସ୍କୁଲ ପିଲାଙ୍କୁ ମିଳିବ ମାଣ୍ଡିଆ ଲଡୁ..

Hot this week

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

Related Articles

Popular Categories