www.samajalive.in
Wednesday, December 10, 2025
18.1 C
Bhubaneswar

ଯୁବକଙ୍କ ନାରକୀୟ କାଣ୍ଡ : ବିଚ୍‌ ରାସ୍ତାରେ କୁକୁରକୁ ହାଣି ପକାଇଲେ

ବ୍ରହ୍ମପୁର : କୁକୁରକୁ ହାଣିଲେ , ଆତଙ୍କ ଖେଳାଇଲେ ୮ ଦୁର୍ବୁତ୍ତ। ଆଗରୁ ମଣିଷକୁ ହାଣୁଥିଲେ , ଏବେ କୁକୁରକୁ ବି ହାଣିବାକୁ ପଛାଇଲେନି। କଥାଟା ଶୁଣିବାକୁ ଟିକିଏ ଆଶ୍ଚର୍ଯ୍ୟ ଲାଗୁଥାଇପାରେ , କିନ୍ତୁ ବିଲକୁଲ୍ ସତ ଘଟଣା। ବ୍ରହ୍ମପୁର ଟାଉନ୍ ଥାନା ଗାନ୍ଧୀନଗର ଲାଇନ୍ ୭ରେ ଅଭାବନୀୟ ଘଟଣା ଘଟିଛି। କୁକୁରକୁ ଜଣକ ପରେ ଜଣେ ହାଣିବାର ଦୃଶ୍ୟ ସିସି ଟିଭିରେ କଏଦ ହୋଇଛି। ଗତକାଲି ସକାଳ ୪ଟା ୧୮ ମିନିଟ୍ ରେ ଏଭଳି ଅଘଟଣ ଘଟିଛି। ୩ ଟି ସ୍କୁଟରରେ ୮ ଜଣ ଯୁବକ ଆସି ନିରୀହ କୁକୁରଟିକୁ ହାଣି ପକାଉଛନ୍ତି। ସ୍ଥାନୀୟ ଅଞ୍ଚଳରେ ଥିବା ଏକ ବୁଲା କୁକୁରକୁ ଧାରୁଆ ଅସ୍ତ୍ରରେ ଦୁର୍ବୁତ୍ତ ମାନେ ଚୋଟ ମାରି ଚାଲିଛନ୍ତି। ଯାହାର ସିସି ଟିଭି ଫୁଟେଜ୍ ସାମ୍ନାକୁ ଆସିଛି। ଘଟଣା ପରେ କୁକୁରର ଅବସ୍ଥା ଗୁରୁତର ଥିବା ଜଣାପଡିଛି।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories