ଦେଖନ୍ତୁ ଅଦ୍ଭୁତ ଦୃଶ୍ୟ ; କେମିତି ଶିବ ମନ୍ଦିର ସାମ୍ନାରେ ମୁଣ୍ଡ ନୁଆଁଇ ରହିଛି ଷଣ୍ଢ..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ମହାଶିବରାତ୍ରୀ ସହ ଜଡିତ ଏକ ଭିଡିଓ ଦ୍ରୁତ ଗତିରେ ଭାଇରାଲ୍‌ ହେଉଛି । ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ।
ଭିଡିଓରେ ଏକ କଳା ଷଣ୍ଢ ଭଗବାନ ଶିବଙ୍କ ମନ୍ଦିର ସାମ୍ନାରେ ମୁଣ୍ଡ ନୁଆଁଇଥିବା ଦେଖାଯାଉଛି । ଲୋକେ ଏହି ଦୃଶ୍ୟକୁ ଦେଖି କହିଛନ୍ତି, ଏହା ସବୁଠାରୁ ଅଦ୍ଭୁତ ଦୃଶ୍ୟ । ଦୃଶ୍ୟକୁ ଦେଖି ଏଭଳି ମନେ ହେଉଛି, ଯେପରି ଷଣ୍ଢଟି ଭୋଳାଶଙ୍କରକୁ ପ୍ରଣାମ କରୁଛି । ଭିଡିଓକୁ ଦେଖି ଲୋକେ ଭିନ୍ନ ଭିନ୍ନ ମତ ଦେଇଛନ୍ତି ।


ସ୍ପଷ୍ଟ ଭାବେ ଦେଖିପାରିବେ, ଷଣ୍ଢ ମନ୍ଦିର ବାହାରେ ଠିଆ ହୋଇ ଆପେ ଆପେ ମୁଣ୍ଡ ନୁଆଇଁ ଦେଉଛି । ଯେପରି ଭଗବାନଙ୍କୁ ପ୍ରଣାମ କରି ପ୍ରାର୍ଥନା କରୁଛି । ଯେ କେହି ଏ ଦୃଶ୍ୟକୁ ଦେଖୁଛି ଅଲୌକିକ ବୋଲି କହିଛି ।

ମାର୍ଚ୍ଚରେ ଶୁକ୍ର ହେବେ ଅସ୍ତ ; ଏହି ୩ ରାଶିଙ୍କ ଖୋଲିବ ବନ୍ଦ ଭାଗ୍ୟର ତାଲା, ହେବେ ମାଲାମାଲ୍‌, ବଢିବ ଦରମା..

ଦେଖନ୍ତୁ ଭିଡିଓ ; କାର୍‌ ବାହାରେ ଠିଆ ହୋଇଥିଲା ସିଂହ, ଡୋର୍‌ ଖୋଲି ଦେଲେ ଯୁବକ, ଆଉ ତା’ରେ..

ମାର୍ଚ୍ଚ ୮ରେ ‘ସୁଭଦ୍ରା’ର ୨ୟ କିସ୍ତି ଟଙ୍କା

Comments are closed.