ପୁରୀ: ରତ୍ନ ଭଣ୍ଡାର ମରାମତି କାମ ବିଳମ୍ବ ହେଉଛି। କାମ ବିଳମ୍ବ ହେଉଥିବାରୁ ମାର୍ଚ୍ଚ ସୁଦ୍ଧା ମଣତି ଗଣତି ସରିବ ନାହିଁ ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରକାଶ କରିଛନ୍ତି। ରତ୍ନ ଭଣ୍ଡାର ମରାମତି କାମ ଆଉ ମାସେ କିମ୍ବା ଦୁଇ ମାସ ଲାଗିବ। ତେବେ ଯେତିକି ଆକଳନ କରାଯାଇଥିଲା ତାଠାରୁ ଅଧିକ ଆବଶ୍ୟକ ହୋଇଛି। ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ ରତ୍ନଭଣ୍ଡାରର ମଣତି ଗଣତି ପ୍ରକ୍ରିୟା ଶେଷ କରିବୁ ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବୋଲି କହିଛନ୍ତି।
Popular Categories



