ନୂଆଦିଲ୍ଲୀ : ରିଲ୍ସ ନିଶାରେ ଯୁବକ ହୁଅନ୍ତୁ ଅଥବା ଯୁବତୀ ଅନେକ ସମୟରେ ନିଜ ଜୀବନକୁ ବିପଦରେ ପକାଉଥିବାର ଅନେକ ଭିଡିଓ ସାମ୍ନାକୁ ଆସିଥାଏ । ଯାହା ଦ୍ରୁତ ଗତିରେ ଭାଇରାଲ୍ ହେବା ସହ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରିଥାଏ । ଭିଡିଓ ଦେଖି ଅନେକ ସମୟରେ ଭୟ ମଧ୍ୟ ଲାଗିଥାଏ । ନିକଟରେ ଜଣେ ଯୁବତୀଙ୍କ ଚଳନ୍ତା ଟ୍ରେନ୍ରେ ରିଲ୍ସ କରୁଥିବା ଭିିଡିଓ ଲୋକଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି ।
ଭିଡିଓରେ ଦେଖିପାରିବେ, ଚଳନ୍ତା ଟ୍ରେନ୍ରେ ଜଣେ ଯୁବତୀ ନିଜ ଜୀବନକୁ ବାଜି ଲଗାଇ ରିଲ୍ସ କରୁଛନ୍ତି । ଟ୍ରେନ୍ରେ ଝୁଲି ରହି ରିଲ୍ସ କରୁଛନ୍ତି । ଯୁବତୀ ଜଣକ ଅନ୍ୟ ଜଣଙ୍କ ହାତ ଧରି ଚଳନ୍ତା ଟ୍ରେନ୍ରେ ରିଲ୍ସ କରୁଛନ୍ତି । ଭିଡିଓକୁ ଦେଖି ଲୋକେ କ୍ରୋଧ ପ୍ରକାଶ କରିବା ସହ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି ।
୧୮ ବର୍ଷ ପରେ.. ରାହୁ-କେତୁ ଚଳନ; ଏହି ରାଶିଙ୍କ ବଦଳାଇବେ ଭାଗ୍ୟ, ହଠାତ୍ ମିଳିବ ଧନ,ସଫଳତା..
ଆଗେ ମାଡ ମାରି ପୁଣି ଫାଶୀରେ.. ଜାଣନ୍ତୁ ୪ ବର୍ଷର ଶିଶୁ କେମିତି ଖୋଲିଲା ମାଆ ହତ୍ୟାକାଣ୍ଡର ରହସ୍ୟ..
ଦେଖନ୍ତୁ ଭିଡିଓ; ଅଟୋ ନା ବସ୍, ଯାତ୍ରୀଙ୍କୁ ଗଣି ଗଣି ପୁଲିସ ବି କାବା..
ମାତ୍ର ଏତିକି ଟଙ୍କା.. ବିଏସ୍ଏନ୍ଏଲ୍ ଆଣିଲା ଜବରଦସ୍ତ ପ୍ଲାନ୍, ସବୁଦିନ ମିଳିବ ୨ ଜିବି ଡାଟା ସହ ଏସବୁ ସୁବିଧା..



