ମାତ୍ର ଏତିକି ଟଙ୍କା.. ବିଏସ୍ଏନ୍ଏଲ୍ ଆଣିଲା ଜବରଦସ୍ତ ପ୍ଲାନ୍, ସବୁଦିନ ମିଳିବ ୨ ଜିବି ଡାଟା ସହ ଏସବୁ ସୁବିଧା..
ନୂଆଦିଲ୍ଲୀ : ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଟେଲିକମ୍ କମ୍ପାନୀ ଭଳିକି ଭଳି ପ୍ଲାନ୍ ସାମ୍ନାକୁ ଆଣିଥାଏ । ନିଜ ଗ୍ରାହକଙ୍କ ପାଇଁ ଏକ ଜବରଦସ୍ତ ପ୍ଲାନ୍ ଆଣିଛି ବିଏସଏନ୍ଏଲ୍ । ଏହି ପ୍ଲାନ୍ରେ ଉପଭୋକ୍ତାଙ୍କୁ ଅସୀମିତ କଲିଙ୍ଗ୍, ଡାଟା, ମାଗଣା ଏସଏମଏସ ସୁବିଧା ମଧ୍ୟ ମିଳିବ । ଏହା ବ୍ୟତୀତ ବିଏସଏନ୍ଏଲ୍ ନୂଆ ୪ଜି ମୋବାଇଲ୍ ଟାୱାର ଲଗାଇ ନେଟ୍ୱର୍କ ବିସ୍ତାର ମଧ୍ୟ କରୁଛି । ପ୍ରାୟ ୬୫,୦୦୦ ନୂଆ ଟାୱାର କାର୍ଯ୍ୟ କରିବା … Continue reading ମାତ୍ର ଏତିକି ଟଙ୍କା.. ବିଏସ୍ଏନ୍ଏଲ୍ ଆଣିଲା ଜବରଦସ୍ତ ପ୍ଲାନ୍, ସବୁଦିନ ମିଳିବ ୨ ଜିବି ଡାଟା ସହ ଏସବୁ ସୁବିଧା..
Copy and paste this URL into your WordPress site to embed
Copy and paste this code into your site to embed