www.samajalive.in
Wednesday, December 10, 2025
18.1 C
Bhubaneswar

ଶିଶୁକନ୍ୟାର ପାପୁଲି ଛିଡାଇ ନେଲା ଜଙ୍ଗଲୀ ବାର୍‌ହା

ଖୋର୍ଦ୍ଧା: ଏକ ଜଙ୍ଗଲୀ ବାର୍‌ହା ଜଣେ ଶିଶୁକନ୍ୟାର ପାପୁଲିକୁ ଛିଡାଇ ନେଇଛି । ଏଭଳି ଏକ ଅଭାବନୀୟ ଘଟଣା ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଦଧିମାଛଗାଡ଼ିଆ ନିକଟରେ ଘଟିଛି । ଗୁରୁତର ଅବସ୍ଥାରେ ଶିଶୁଟିକୁ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ, ଶିଶୁଟିର ବାପା-ମା’ ଏକ କ୍ରସରରେ ଶ୍ରମିକ ଭାବେ କାମ କରନ୍ତି । ଶନିବାର ସକାଳେ ବାପା-ମା କାମ କରୁଥିବା ବେଳେ ନିକଟରେ ଶିଶୁଟି ଖେଳୁଥିଲା । ଏହି ସମୟରେ ଏକ ଜଙ୍ଗଲୀ ବାର୍‌ହା ଆସି ଶିଶୁକନ୍ୟାକୁ ଆକ୍ରମଣ କରିଥିଲା। ବାର୍‌ହା ଆକ୍ରମଣରେ ଶିଶୁଟର ଡାହାଣ ହାତ ପାପୁଲି ସମ୍ପୂର୍ଣ୍ଣ ଛିଡ଼ି ଯାଇଛି ।

Hot this week

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

Related Articles

Popular Categories