ଭୁବନେଶ୍ବରରେ ତାପମାତ୍ରା ୩୪ ଡିଗ୍ରୀ ଟପିଲା

ଭୁବନେଶ୍ବର : ଫେବୃୟାରୀ ଆରମ୍ଭରୁ ରାଜ୍ୟରେ ତାତି ବଢିଛି । ରାଜଧାନୀ ଭୁବନେଶ୍ବରରେ ତାପମାତ୍ରା ଆଜି ୩୪ ଡିଗ୍ରୀ ଟପିଛି । ଦ୍ବିପ୍ରହର ସାଢେ ୨ଟା ସୁଦ୍ଧା ଭୁବନେଶ୍ବରରେ ତାପମାତ୍ରା ୩୪.୪ ଡିଗ୍ରୀ ସେଲସିୟସ ରହିଥିଲା । ରାଜ୍ୟର ଅନେକ ସହରରେ ତାପମାତ୍ରା ପ୍ରାୟତଃ ସ୍ବାଭାବିକ ଅପେକ୍ଷା ବଢିଛି ।

Comments are closed.