www.samajalive.in
Friday, December 5, 2025
27.1 C
Bhubaneswar

ବଢ଼ିଲା ସୁନା ଦର, ୨୦୨୫ ମଧ୍ୟଭାଗ ସୁଦ୍ଧା ଛୁଇଁବ….

ନୂଆଦିଲ୍ଲୀ : ମଙ୍ଗଳବାର ଆମେରିକୀୟ ଡଲାର ଦୁର୍ବଳ ହେବା ଫଳରେ ସୁନା ମୂଲ୍ୟ ବଢ଼ି ଦୁଇ ମାସର ସର୍ବାଧିକ ସ୍ତରରେ ପହଞ୍ଚିଛି। ସେହିପରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବାଣିଜ୍ୟ ନୀତି ନେଇ ଅନିଶ୍ଚିତତା ଲାଗିରହିଥିବାରୁ ମଧ୍ୟ ନିବେଶକ ସୁନା କିଣିବାକୁ ପ୍ରାଧାନ୍ୟ ଦେଇଥିଲେ। ଫଳରେ ସୁନା ମୂଲ୍ୟ ବୃଦ୍ଧିପାଇଛି। ଭାରତୀୟ ସମୟ ଅପରାହ୍ଣ ୩ଟା ୩୦ ସୁଦ୍ଧା ଆଉନ୍ସ ପ୍ରତି ସୁନା ମୂଲ୍ୟ ୦.୪% ବଢ଼ି ୨,୭୧୯.୫୨ ଡଲାରରେ ପହଞ୍ଚିଛି। ନଭେମ୍ବର ୬ ପରେ ଏହା ସର୍ବାଧିକ। ମଙ୍ଗଳବାର ଡଲାର ମୂଲ୍ୟ ୦.୬ ପ୍ରତିଶତ ହ୍ରାସ ପାଇ ଦୁଇ ସପ୍ତାହର ନିମ୍ନ ସ୍ତରରେ ପହଞ୍ଚିଥିଲା। ୨୦୨୫ ମଧ୍ୟଭାଗ ସୁଦ୍ଧା ସୁନା ମୂଲ୍ୟ ଆଉନ୍ସ ପ୍ରତି ୩ ହଜାର ଡଲାର ଛୁଇଁପାରେ ବୋଲି ବିଶେଷଜ୍ଞ କହିଛନ୍ତି।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories