www.samajalive.in
Wednesday, December 10, 2025
18.1 C
Bhubaneswar

ନୂଆପଡାରେ ଗୁହାଳରେ ପଶି ଛେଳି,ମେଣ୍ଢାଙ୍କୁ ମାରିଲା ବାଘ

ନୂଆପଡା : ନୂଆପଡାରେ ଦେଖାଦେଇଛି ବାଘ ଆତଙ୍କ । ବାଘ ଗୃହପାଳିତ ପଶୁଙ୍କୁ ମାରିବା ପରେ ଭୟରେ ଅଛନ୍ତି ଅଞ୍ଚଳବାସୀ। କଲରାପତରିଆ ବାଘ ଗୁହାଳରେ ପଶି ପ୍ରାୟ ୧୧ ମେଣ୍ଢା ଓ ଛେଳିକ ମାରିଛି। ବୋଡେନ ବ୍ଲକ ବାଗ୍‌ବାହାଲ ଗାଁରେ କଲରାପତରିଆ ବାଘ ଆତଙ୍କ ଖେଳାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ମେଣ୍ଢା ଓ ଛେଳି ମାରିବା ସହ ୮ ମେଣ୍ଢାକୁ କ୍ଷତାକ୍ତ କରିଛି ବାଘ।

ଏକାଠି ହେବେ ସୂର୍ଯ୍ୟ-ଶନି, ହେବ ମହାସଂଯୋଗ, ଏହି ରାଶି ହେବେ ଭାଗ୍ୟଶାଳୀ, ମିଳିବ ଧନ, କିଣିବେ ଜମି..

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories