www.samajalive.in
Tuesday, December 9, 2025
16.1 C
Bhubaneswar

ବାସ୍ତୁ: ନୂଆବର୍ଷର ପ୍ରଥମ ଦିନରେ ଆପଣାନ୍ତୁ ବାସ୍‌ ଗୋଟିଏ ସରଳ ଉପାୟ, ଚୁଟ୍‌କିରେ ବଢି ଚାଲିବ ଧନ..

ନୂଆବର୍ଷ ୨୦୨୫ ଆରମ୍ଭ ହେବାକୁ ଆଉ ଅଳ୍ପ ଦିନ ବାକି । ବର୍ଷର ଶୁଭାରମ୍ଭ ବୁଧବାର ହେବାକୁ ଯାଉଛି । ଏହି ବାର ଭଗବାନ ଗଣେଶଙ୍କୁ ସମର୍ପିତ ।
ଜ୍ୟୋର୍ତିବିଦ୍‌ଙ୍କ ମତାନୁସାରେ ବର୍ଷର ଆରମ୍ଭର ପ୍ରଥମ ଦିନରେ ଏକ ସରଳ ଓ ବିଶେଷ ଉପାୟ କରିବା ଦ୍ୱାରା ବର୍ଷଯାକ ମା’ଲକ୍ଷ୍ମୀଙ୍କ କୃପା ମିଳିଥାଏ ।
ତୁଳସୀ ଗଛର ଚେର ଆର୍ଥିକ ସମସ୍ୟାକୁ ଦୂର କରିବା ସହ ଘରେ ଧନର ଆଗମନ କରିଥାଏ । ଧନର ଅଭାବର ସମସ୍ୟାକୁ ମଧ୍ୟ ଦୂର କରିଥାଏ ।

ତୁହାକୁ ତୁହା ବର୍ଷା ସାଙ୍ଗକୁ କୋହଲା ପାଗ; ୩ ଘଣ୍ଟା ଏହି ୧୫ ଜିଲାରେ ବର୍ଷିବ..

ବାସ୍ତୁ.. ତକିଆ ତଳେ ରଖି ଦିଅନ୍ତୁ ; ଚୁଟ୍‌କିରେ ଦୂର ହେବ ଧନ ଅଭାବ, ରାହୁ-କେତୁଙ୍କ କୁପ୍ରଭାବ, ବଢିବ ଧନ..

- Advertisement -

ବାସ୍ତୁ ଶାସ୍ତ୍ର ଅନୁସାରେ ତୁଳସୀ ଗଛର ଚେରକୁ ମୁଖ୍ୟ ଦରଜାରେ ବାନ୍ଧିବା ଦ୍ୱାରା ଘରୁ ଆର୍ଥିକ ସଙ୍କଟ ଦୂର ହୋଇ ଧନସମ୍ପତ୍ତି ବୃଦ୍ଧି ହୋଇଥାଏ । ଘରେ ସର୍ବଦା ମା’ଲକ୍ଷ୍ମୀ ବାସ କରିଥାନ୍ତି । ଏହି ସରଳ ଉପାୟ କରିବା ଦ୍ୱାରା ଜୀବନରେ ଶୁଭ ପରିବର୍ତ୍ତନ ଆସିଥାଏ । ମା’ଲକ୍ଷ୍ମୀଙ୍କ କୃପା ସର୍ବଦା ପ୍ରାପ୍ତି ହୋଇଥାଏ ।
ଏକ ଲାଲ କପଡାରେ ତୁଳସୀ ଗଛର ଚେରକୁ ବାନ୍ଧି ରଖି ଦିଅନ୍ତୁ । ଏହାକୁ ମୁଖ୍ୟ ଦରଜାରେ ଟାଙ୍ଗି ଦିଅନ୍ତୁ । ଏହାସହ ମା’ଲକ୍ଷ୍ମୀ ପାଦୁକା, ସ୍ୱସ୍ତିକ ଚିହ୍ନ ମଧ୍ୟ ମୁଖ୍ୟ ଦରଜାରେ ଟାଙ୍ଗି ରଖି ପାରିବେ ।

୨୦୨୪ରେ ବି ଲୋକଙ୍କ ପ୍ରଥମ ପସନ୍ଦ ବିରିୟାନୀ ; ଜାଣନ୍ତୁ ଏକ ମିନିଟ୍‌କୁ ହୋଇଛି କେତେ ଅର୍ଡର..

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories