www.samajalive.in
Monday, December 8, 2025
24.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଦକ୍ଷିଣ ବ୍ରାଜିଲ ଗ୍ରାମାଡୋ​‌ରେ ବିମାନ ଦୁର୍ଘଟଣା, ୧୦ ମୃତ..

ଆସୁଛି ପୁଣି ଏକ ଲଘୁଚାପ : ରାଜ୍ୟରେ କାଲିଠୁ ପୁଣି ବର୍ଷା ସମ୍ଭାବନା, ୨୪, ୨୫ ଦୁଇଦିନ ବର୍ଷିବ..

- Advertisement -

ମହାରାଷ୍ଟ୍ର ପୁ​‌ନେ ଓ୍ବାଘୋଲି ଛକରେ ଅଘଟଣ: ଫୁଟପାଥରେ ଶୋଇଥିବା ବେଳେ ୯ଜଣଙ୍କ ଉପରେ ଚଢିଗଲା ଡମ୍ଫର : ୩ ମୃତ, ୬ଆହତ..

ଆଉ ମାତ୍ର ୫ ଦିନ.. ଶୁକ୍ରଙ୍କ ଚଳନ : ଏହି ରାଶିଙ୍କୁ କରିବେ ଭାଗ୍ୟଶାଳୀ, ମିଳିବ ହଠାତ୍‌ ଧନ, ସନ୍ତାନ ସୁଖ, ହେବ ବିବାହ..

ବାଘୁଣୀ ଜିନ୍ନତକୁ କାବୁ ପାଇଁ ୩ ରାଜ୍ୟର ବନ ବିଭାଗ ଟିମର ଉଦ୍ୟମ, ଓଡିଶା , ଆସାମ୍ ସହ ସୁନ୍ଦରବନ ଟ୍ରାଙ୍କୁଲାଇଜ୍ ଟିମ୍ ସାମିଲ୍..

ଏବେ ପଶ୍ଚିମବଙ୍ଗ ଘଞ୍ଚ ଜଙ୍ଗଲରେ ବୁଲୁଛି ଜିନ୍ନତ, ଜିନ୍ନତକୁ ଧରିବାକୁ ଜଙ୍ଗଲରେ ବଳଦ ଓ ଛେଳି ବାନ୍ଧିଛନ୍ତି ବନ କର୍ମଚାରୀ

୨୬ ଡିସେମ୍ବର ଚଳିତ ବର୍ଷର ଶେଷ ଏକାଦଶୀରେ ଦୁର୍ଲ୍ଲଭ ଯୋଗ, ଏହି ରାଶିଙ୍କୁ ମାଲାମାଲ୍‌ କରିବେ ମା’ଲକ୍ଷ୍ମୀ, ବର୍ଷିବ ଧନ..

ଉତ୍ତରପ୍ରଦେଶ ଓ ପଞ୍ଜାବ ପୁଲିସ ଗୁଳିବିନିମୟରେ ୩ ଖଲିସ୍ତାନୀ ଆତଙ୍କବାଦୀ ନିହତ..

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories