www.samajalive.in
Thursday, December 11, 2025
16.1 C
Bhubaneswar

ମାତ୍ର ୫ ଦିନ ପରେ ବୁଧ ଚଳନ; ଏହି ୫ ରାଶିଙ୍କ ଖୋଲିବ ବନ୍ଦ ଭାଗ୍ୟର ତାଲା, ହେବେ ମାଲାମାଲ୍‌..

ବୁଧ ଗ୍ରହ ୧୬ ଡିସେମ୍ବର ରାତି ୧ଟା ୫୨ ମିନିଟରେ ସିଧା ଚଳନ କରିବେ । ଏହାପୂର୍ବରୁ ବୁଧ ୨୬ ନଭେମ୍ବରରେ ଓଲଟା ଚଳନ କରି ଥିଲେ । ୧୬ ଡିସେମ୍ବରରେ ପୁଣି ବୁଧ ସିଧା ଚଳନ କରି ବିଛା ରାଶିରେ ପ୍ରବେଶ କରିବେ । ଏହାର ପ୍ରଭାବରେ ୫ ରାଶି ବ୍ୟକ୍ତି ବିଶେଷଙ୍କୁ ଅତ୍ୟନ୍ତ ଶୁଭ ଫଳ ମିଳିବ..

ମେଷ – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ବୁଧଙ୍କ ସିଧା ଚଳନ ସମସ୍ତ କ୍ଷେତ୍ରରେ ସଫଳତା ପ୍ରଦାନ କରିବ । ଧର୍ମ ଓ ଆଧ୍ୟାତ୍ମିକତାରେ ରୁଚି ବଢିବ । ସଠିକ୍‌ ନିଷ୍ପତ୍ତି ନେବା କାରଣରୁ ପ୍ରଂଶସିତ ହେବେ । ଅନେକ କ୍ଷେତ୍ରରେ ସଫଳତା ମିଳିବ । ବିଦ୍ୟାର୍ଥୀଙ୍କ ପାଇଁ ଶୁଭ ସମୟ ରହିଛି । ବିଦେଶ ଯାତ୍ରାର ଯୋଗ ରହିଛି। ସରକାରୀ କାମରୁ ଲାଭ ପାଇବେ।

- Advertisement -

ମିଥୁନ – ଏହି ରାଶିଙ୍କୁ ଅନେକ କ୍ଷେତ୍ରରେ ସଫଳତା ମିଳିବ । ଉନ୍ନତି ହେବ । ଅନେକ କ୍ଷେତ୍ରରେ ଶୁଭଫଳ ମିଳିବ । ଅବିବାହିତ ଯୁବକ ଯୁବତୀଙ୍କ ବିବାହ ସ୍ଥିର ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ବ୍ୟବସାୟରେ ଉନ୍ନତି ହେବ । ପରିବାରରେ ହସଖୁସିର ବାତାବରଣ ରହିବ ।

ସିଂହ – ବୁଧଙ୍କ ସିଧା ଚଳନ ହେତୁ ଅନେକ କ୍ଷେତ୍ରରେ ସଫଳତା ମିଳିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ସନ୍ତାନ ପ୍ରାପ୍ତିର ଯୋଗ ରହିଛି । ପ୍ରେମ ବିବାହର ଯୋଗ ରହିଛି । ପରିବାର ସଦସ୍ୟଙ୍କ ସହଯୋଗ ମିଳିବ । ଅଟକି ଥିବା କାମ ପୂରଣ ହେବ । ଧନ ପ୍ରାପ୍ତି ହେବ ।

କନ୍ୟା – ବନ୍ଧୁ ଓ ସମ୍ପର୍କୀୟଙ୍କ ଠାରୁ ଶୁଭ ଖବର ମିଳିବ । ବିଦେଶ ଯାତ୍ରାର ଯୋଗ ରହିଛି । ଗ୍ରହଙ୍କ ଚଳନ ଦୃଷ୍ଟିରୁ ସମୟ ଅନୁକୂଳ ରହିଛି । ମାତା-ପିତାଙ୍କ ସହଯୋଗ ମିଳିବ । ଭୂମି ସହ ଜଡିତ ମାମଲାରୁ ଲାଭ ପାଇବେ । ସ୍ୱାସ୍ଥ୍ୟ ଉତ୍ତମ ରହିବ ।

୩୦ ବର୍ଷ ପରେ.. ୨୦୨୫ ଜାନୁଆରୀରେ ଏକାଠି ହେବେ ଶନି-ବୁଧ: ଏହି ରାଶିଙ୍କ ଉପରେ ହେବ ଧନ ବର୍ଷା, ବିବାହ..

କୁମ୍ଭ- ଅନେକ କ୍ଷେତ୍ରରେ ସଫଳତା ମିଳିବ । ଚାକିରିରେ ପରିବର୍ତ୍ତନର ଯୋଗ ରହିଛି । ବିଦ୍ୟାର୍ଥୀଙ୍କ ପାଇଁ ସମୟ ଶୁଭଙ୍କର । ପ୍ରେମ ସମ୍ପର୍କ ମଜଭୁତ ହେବ । ପଦନ୍ନୋତିର ଯୋଗ ରହିଛି । ଅବିବାହିତ ଯୁବକ ଯୁବତୀଙ୍କ ବିବାହ ଯୋଗ ରହିଛି ।

 

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories