www.samajalive.in
Wednesday, December 10, 2025
26.1 C
Bhubaneswar

ଜଗନ୍ନାଥପୁର କଲ୍ୟାଣମଣ୍ଡପ ନିର୍ମାଣର ନ୍ୟାୟିକ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ପାଇଁ ଦାବି

କଳାପଥର (ବାଙ୍କୀ ) :ବୈଦେଶ୍ଵର ଥାନା ଅର୍ନ୍ତଗତ ଜଗନ୍ନାଥପୁର ଗ୍ରାମପଞ୍ଚାୟତ କଲ୍ୟାଣମଣ୍ଡପ ନିର୍ମାଣ ନେଇ ଉଚ୍ଚ ନ୍ୟାୟାଳୟଙ୍କ ଆଦେଶକୁ ସମ୍ମାନ ଦିଆଯାଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି । ଦୀର୍ଘ ୪ ମାସରୁ ଉର୍ଦ୍ଧ୍ଵ ସମୟ ଧରି ଏହାର ଫଇସଲା କରାଯାଇଥିଲେ ମଧ୍ୟ ନିର୍ମାଣ କାର୍ଯ୍ୟରେ ଅଗ୍ରଗତି ହୋଇପାରି ନାହଁ। ପ୍ରତିପକ୍ଷ ହାଇକୋର୍ଟଙ୍କ ରାୟକୁ ସମ୍ମାନ ନ ଦେଇ ସ୍ଥାନୀୟ ବୈଦେଶ୍ଵର ଥାନାର ଦ୍ବାରସ୍ଥ ହୋଇଥିଲେ। ଥାନା ଅଧିକାରୀ ସରଜମିନି ତଦନ୍ତ କରି ନିର୍ମାଣଧୀନ ସ୍ଥାନ ଜଗନ୍ନାଥପୁରର ବୋଲି କହିଥିଲେ। ନିର୍ମାଣଧୀନ କଲ୍ୟାଣମଣ୍ଡପ କାମକୁ ବନ୍ଦ କରିବା ପାଇଁ କୈାଣସି ବିଭାଗୀୟ ଅଧିକାରୀ ମନା କରି ନାହାନ୍ତି ବୋଲି ସରପଞ୍ଚ ଜଗନ୍ନାଥପୁର ଗ୍ରା:ପ ସ୍ପଷ୍ଟିକରଣ ରଖିଛନ୍ତି। ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ କେବଳ ୧୦୭ ଧାରା ବଳବତ୍ତର ରହିଛି। ଏତଦବ୍ୟତୀତ ଜଗନ୍ନାଥପୁର ଗ୍ରାମ ପଞ୍ଚାୟତର ବ୍ୟାପକ ଭୌଗୋଳିକ ସୀମାକୁ ବିଚାରକୁ ନିଆଯାଇ ଦ୍ବିତୀୟ କଲ୍ୟାଣମଣ୍ଡପ ରାସ୍ତା କଡ଼ ବଘେଇ, ଖଲିପିଲ୍ଲୀ କିମ୍ବା ପୁରୁଣାପାଣି ଅଂଚଳରେ ନିର୍ମାଣ କରିବା ପାଇଁ ମଧ୍ୟ ପ୍ରସ୍ତାବ ରହିଛି।

ଏହି ରଙ୍ଗର କି ରୋଷେଇ ଘର କାନ୍ଥ,ସ୍ଲାବ୍‌; ହେବ କଳହ, ଧନ ଅଭାବ, ରୋଗ, ଜାଣନ୍ତୁ କେଉଁ ରଙ୍ଗ ଦେବ ଶୁଭଫଳ..

- Advertisement -

ଜଗନ୍ନାଥପୁର ଗ୍ରାମ ପଞ୍ଚାୟତ କଲ୍ୟାଣମଣ୍ଡପ ନିର୍ମାଣ ନ୍ୟାୟିକ ବ୍ୟବସ୍ଥାର ଫଇସଲା ଅନୁଯାୟୀ ନିର୍ମାଣ କାର୍ଯ୍ୟକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ପଞ୍ଚାୟତବାସୀ ଅନୁରୋଧ କରୁଛନ୍ତି। ନଚେତ୍ ଜଗନ୍ନାଥପୁର ଗ୍ରାମ ପଞ୍ଚାୟତ ଜନସାଧାରଣମାନେ ଧାରଣା ଦେବେ ବୋଲି ସରପଞ୍ଚ, ପ୍ରଭୁ ପ୍ରସାଦ ବେହେରା, ଜଗନ୍ନାଥପୁର ଗ୍ରା:ପ ଜଣାଇଛନ୍ତି।

ନୂଆବର୍ଷ ୨୦୨୫ରେ ଅତ୍ୟନ୍ତ ଦୁର୍ଲ୍ଲଭ ଯୋଗ: ଏହି ରାଶି ହେବେ ମାଲାମାଲ୍‌, ଭାଗ୍ୟଶାଳୀ..

ବାସ୍‌ ଏହି ଗୋଟିଏ କ୍ଲିକ୍‌; ଫୋନ୍‌କୁ ଆସିବ ନାହିଁ ଗୋଟିଏ ବି ସ୍ପାମ୍‌ କଲ୍‌..

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories