www.samajalive.in
Monday, December 8, 2025
27.1 C
Bhubaneswar

ନିଶାସକ୍ତ ଅବସ୍ଥାରେ ଟ୍ରକ ଚଳାଇଲା ଚାଳକ; ଚାଲିଗଲା ୫ ଜୀବନ..

ପାନୀପତ୍‌ : ପାନୀପତ୍‌ରେ ନିଶାସକ୍ତ ଅବସ୍ଥାରେ ଜଣେ ଟ୍ରକ ଚାଳକ ଗାଡି ଚଲାଇବାରୁ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୨ ଜଣ ଯୁବକ ଅଛନ୍ତି । ଟ୍ରକ ଚାଳକ ଜଣକ ଦିଲ୍ଲୀରୁ ଚଣ୍ଡିଗଡ ଆଡକୁ ଭୁଲ୍‌ ଦିଗରୁ ଆସିବା ସହ ଅନେକ ଦୁର୍ଘଟଣା ଘଟାଇଥିବା ଜଣାପଡିଛି । ଟ୍ରକଟି ଏକ କାର୍‌କୁ ଧକ୍କା ଦେଇଥିଲା । ଫଳରେ ଦୀର୍ଘ ସମୟ ପର୍ଯ୍ୟନ୍ତ ସେହି ରାସ୍ତାରେ ଟ୍ରାଫିକ୍‌ ଜାମ୍‌ ହୋଇଥିଲା । ଖବର ପାଇବା ମାତ୍ରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ତଦନ୍ତ ଆରମ୍ଭ କରିଥିଲା । ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ସ୍ଥାନୀୟ ଲୋକେ ଚାଳକକୁ କାବୁ କରିବା ସହ ପୁଲିସ୍‌ ଜିମା ଦେଇଥିଲେ ।

ନିଜ ମାଲିକଙ୍କୁ ଆକ୍ରମଣ କରି ମୁହଁରୁ ମାଂସ କାଢି ନେଲା ପିଟ୍‌ବୁଲ୍‌..

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories