ନିଜ ମାଲିକଙ୍କୁ ଆକ୍ରମଣ କରି ମୁହଁରୁ ମାଂସ କାଢି ନେଲା ପିଟ୍‌ବୁଲ୍‌..

ବରେଲୀ : ଉତ୍ତରପ୍ରଦେଶର ବରେଲୀ ଜିଲା ଖଲୀଲପୁର ଅଞ୍ଚଳରେ ଏକ ପିଟ୍‌ବୁଲ୍‌ କୁକୁର ନିଜ ମାଲିକଙ୍କର ୨୬ ବର୍ଷୀୟ ପୁଅଙ୍କ ମୁହଁରୁ ମାଂସ ଝାମ୍ପି ନେଇ ଲହୁଲୁହାଣ କରିଥିବା ଖବର ସାମ୍ନାକୁ ଆସିଛି । ଜଣେ ଅଧିକାରୀ କହିଛନ୍ତି, ପିଟ୍‌ବୁଲ୍‌ ଏଭଳି ଆକ୍ରମଣ କରିଛି ଯେ, ଯୁବକଙ୍କ ଓଠ ସହ ତ୍ୱଚାର ଅନ୍ୟ ଅଂଶର ମାଂସ ବାହାରି ଆସିଛି । ମିଳିଥିବା ସୂଚନାନୁଯାୟୀ, ଖଲୀଲପୁର ନିବାସୀ ଏକ କଲେଜର ଚ୍ୟାୟରମ୍ୟାନ୍‌ ଶଙ୍କରଲାଲଙ୍କ ଘରେ ପିଟ୍‌ବୁଲ୍‌ ଏକ ଧଳାରଙ୍ଗର … Continue reading ନିଜ ମାଲିକଙ୍କୁ ଆକ୍ରମଣ କରି ମୁହଁରୁ ମାଂସ କାଢି ନେଲା ପିଟ୍‌ବୁଲ୍‌..