ଶ୍ରୀମନ୍ଦିରରେ ପୁଲିସକୁ ମାଡ ମାରି ମୁଣ୍ଡ ଫଟାଇଦେଲେ ବଙ୍ଗୀୟ ପର୍ଯ୍ୟଟକ..

ପୁରୀ : ଶ୍ରୀମନ୍ଦିରରେ ପୁଲିସ କର୍ମଚାରୀଙ୍କୁ ଜଣେ ବଙ୍ଗୀୟ ପର୍ଯ୍ୟଟକ ଶନିବାର ମାଡ ମାରିଛନ୍ତି । ଜଣେ ଜେଟିପିଙ୍କୁ ପର୍ଯ୍ୟଟକ ମାଡ ମାରି ତାଙ୍କ ମୁଣ୍ଡ ଫଟାଇ ଦେଇଛନ୍ତି । ଘଣ୍ଟିଦ୍ୱାର ନିକଟରେ ପ୍ରବେଶକୁ ନେଇ ବଚସା ପରେ ପିଟିଛନ୍ତି । ମାଡରେ ଜେଟିପି ଗୁପ୍ତେଶ୍ୱର ରାଉତରାୟଙ୍କ ମୁଣ୍ଡ ଫାଟିବାରୁ ସେ ଆହତ ହୋଇଛନ୍ତି । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଛି । ସିଂହଦ୍ୱାର ଥାନାରେ ଏତଲା ଦେଇଛନ୍ତି ଜେଟିପି ଓ ବଙ୍ଗୀୟ ପର୍ଯ୍ୟଟକ । ପର୍ଯ୍ୟଟକଙ୍କୁ ଜେଟିପି ଦୁର୍ବ୍ୟବହାର କରିଥିବା ସେ ଅଭିଯୋଗ କରିଛନ୍ତି । ପୁଲିସ ଘଟଣାର ତଦନ୍ତ ଜାରି ରଖିଛି ।

ଦେବୋତ୍ଥାନ ଏକାଦଶୀରେ କରନ୍ତୁ ବାସ୍‌ ଏହି ସରଳ ଉପାୟ; ଶୀଘ୍ର ହେବ ବିବାହ, ଧନ ବୃଦ୍ଧି..

୧୫ ନଭେମ୍ବରରେ ଶନି ଚଳନ ; ଏହି ୫ ରାଶିଙ୍କ ଖୋଲିବ ବନ୍ଦ ଭାଗ୍ୟର ତାଲା..

ବାପା ହେବେ କ୍ରିକେଟର୍‌ କେ ଏଲ୍‌ ରାହୁଲ୍‌, ମାଆ ହେବେ ଆଥିୟା; ପ୍ରଶଂସକଙ୍କୁ ଦେଲେ ଖୁସି ଖବର..

 

Comments are closed.