ଆଜି ମହାପବିତ୍ର କାର୍ତ୍ତିକ ମାସର ତୃତୀୟ ସୋମବାର, ଚଳଚଞ୍ଚଳ ଧବଳେଶ୍ୱରଙ୍କ ପୀଠ..
କଟକ: କାଳୀ ପୂଜା ଭସାଣି ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ, ୬ ଆହତ, ଚାନ୍ଦିନୀ ଚୌକ ରୟାଲ ଗାର୍ଡେନ୍ ନିକଟରେ ଗଣ୍ଡଗୋଳ, ଦୁଇ ଗୋଷ୍ଠୀ ମଧ୍ୟରେ ଢେଲା ପଥର ସହ କାଚ ବୋତଲ ମାଡ, ଗୋଟିଏ ଦୋକାନ ସହ ୩ଟି ବାଇକ୍ ଭାଙ୍ଗିଲେ ଗଣ୍ଡଗୋଳକାରୀ..
ଭୁବନେଶ୍ୱର : ବାତ୍ୟା ‘ଦାନା’ ଘଟାଇଥିବା କ୍ଷୟକ୍ଷତି ରିପୋର୍ଟ ଆସିଲା, କ୍ଷୟକ୍ଷତି ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା, ପ୍ରାଥମିକ ଆକଳନ ଅନୁସାରେ କ୍ଷତି ପ୍ରାୟ ୬ ଶହ କୋଟି..
ନଭେମ୍ବରରେ ଗ୍ରହଙ୍କ ମହାସଂଯୋଗ: ଏହି ରାଶିଙ୍କୁ ଭାଗ୍ୟଶାଳୀ କରିବେ ଶିବଶଙ୍କର, ଚମକିବ ଭାଗ୍ୟ, ହଠାତ୍ ମିଳିବ ଧନ..
ବାଲିଯାତ୍ରା ତଳ ପଡିଆ ଏବଂ ଉପର ପଡିଆ ଦ୍ଵନ୍ଦ୍ଵ: ଆଜି ପ୍ରଶାସନର ବୈଠକ, ସମ୍ପୂର୍ଣ୍ଣ ତଳ ପଡିଆରେ ବାଲିଯାତ୍ରା ଆୟୋଜନକୁ ପ୍ରସ୍ତାବ ଦେଇଛନ୍ତି ହାଇକୋର୍ଟ, ସେପଟେ ଚିନ୍ତାରେ ଉପର ପଡିଆରେ ଜାଗା ପାଇଥିବା ବ୍ୟବସାୟୀ..
ଆଜିଠୁ ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ: ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ହେବେ ସାମିଲ, ଓଡିଶା ସ୍ଵାର୍ଥ ସମ୍ବଳିତ ପ୍ରସଙ୍ଗରେ ଏକାଧିକ କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିବା କାର୍ଯ୍ୟକ୍ରମ..
ଭିଜିଲାନ୍ସ ଜାଲରେ ଫିରିଙ୍ଗିଆ ପଞ୍ଚାୟତ ସମିତି କାର୍ଯ୍ୟାଳୟର କନିଷ୍ଠ ଯନ୍ତ୍ରୀ ଅଶୋକ ପାଢ଼ୀ..
୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଛନ୍ତି, ବିଲ୍ କରାଇ ଦେବାକୁ କହି ଜଣେ ଠିକାଦାରଙ୍କଠାରୁ ଲାଞ୍ଚ ନେବା ବେଳେ ମାଡ଼ି ବସିଛି ଭିଜିଲାନ୍ସ..
ବାସ୍ ଏହି ସରଳ ଉପାୟରେ ପତି-ପତ୍ନୀ ମଧ୍ୟରେ ଆଦୌ ହେବନି କଳହ, ଅଶାନ୍ତି,ସୁଖମୟ ହେବ ଜୀବନ..
ଦାରିଙ୍ଗବାଡି ଘଟଣାରେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା, କହିଲେ ଆମ୍ବଟାକୁଆରୁ ହୋଇଛି ହେପାଟାଇଟିସ୍..
ଏହି ଘଟଣା ପ୍ରତିବାଦରେ ଏସ୍ ୟୁ ସି ଆଇ ପକ୍ଷରୁ ବିକ୍ଷୋଭ, ମୃତ୍ୟୁବରଣ କରିଥିବା ପ୍ରତ୍ୟେକ ପରିବାରକୁ ୫୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବା ଓ ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ ପଡ଼ିଥିବା ସମସ୍ତ ଦରିଦ୍ର ପରିବାରକୁ ସାମିଲ କରିବା ପାଇଁ ଦାବି କରିଛି ଏସ୍ ୟୁ ସି ଆଇ..



