www.samajalive.in
Sunday, December 7, 2025
16.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଇସ୍କନ ପକ୍ଷରୁ ଆମେରିକାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅଦିନିଆ ରଥଯାତ୍ରାକୁ ବିରୋଧ..

ଦୁର୍ବଳ ହୋଇ ଅବପାତରେ ପରିଣତ ହେଲା ବାତ୍ୟା ଦାନା : ଉତ୍ତର ଓଡିଶାରେ ସକ୍ରିୟ ଥିବାରୁ ପ୍ରଭାବରେ ବର୍ଷା ସମ୍ଭାବନା.. ଭଦ୍ରକ, ବାଲେଶ୍ଵର, କେନ୍ଦୁଝରକୁ ରେଡ୍ ଆଲର୍ଟ, ଆଗାମୀ ୧୨ ଘଣ୍ଟାରେ ଦୁର୍ବଳ ହୋଇ ଲଘୁଚାପରେ ପରିଣତ ସମ୍ଭାବନା..

- Advertisement -

ବାତ୍ୟା ଦାନା ମାଡରେ ବେଶୀ ଘାଇଲା ବାଲେଶ୍ଵର ଓ ଭଦ୍ରକ ଜିଲ୍ଲା : ୭ ଦିନରେ ଫସଲ କ୍ଷୟକ୍ଷତି ଆକଳନ, ପାଣିରେ ବୁଡିଛି ୨ ଲକ୍ଷ ୮୦ ହଜାର ଏକର ଚାଷ ଜମି, ଘର ଭାଙ୍ଗିଥିବା ଲୋକଙ୍କୁ ମିଳିବ ପକ୍କା ଘର, ଆଜି ସୁଦ୍ଧା ସ୍ଵାଭାବିକ ହେବ ବିଦ୍ୟୁତ୍ ସେବା..

ବାରିପଦା: ଲଜିଷ୍ଟିକ୍‌‌ ଗାଡି ସହ ୧୫କେଜିରୁ ଅଧିକ ସୁନା ଜବତ, ୩ଜଣ ଅଟକ
ଏମ୍‌‌କେସି ହାଇସ୍କୁଲ ଛକ ନିକଟରୁ ଧରିଲା ଜିଏସଟି ଟିମ୍‌‌..

ଦୀପାବଳିରେ ଦୁର୍ଲ୍ଲଭ ରାଜଯୋଗ; ଏହି ରାଶିଙ୍କୁ ମିଳିବ ମା’ଲକ୍ଷ୍ମୀଙ୍କ ବିଶେଷ କୃପା, ହେବେ ଭାଗ୍ୟଶାଳୀ..

କଲକାତାରୁ ବାରିପଦାକୁ ଆସୁଥିବା ବେଳେ ଧରିଲା ସିଟି/ଜିଏସଟି ଟିମ୍‌‌
ବାଲେଶ୍ୱର, ବାରିପଦାର କିଛି ବ୍ୟବସାୟୀଙ୍କ ନାମରେ ରହିଛି ବିଲ୍‌‌, ତଦନ୍ତ ଜାରି..

ଦେଖନ୍ତୁ ଭିଡିଓ; ମୃତ୍ୟୁକୁ ଦେଲେ ଚ୍ୟାଲେଞ୍ଜ, ଚଳନ୍ତା ଟ୍ରେନ୍‌ରେ ଜୀବନକୁ ବାଜି ଲଗାଇ ବିପଜ୍ଜନକ ଷ୍ଟଣ୍ଟ କଲେ ଯୁବକ..

ବାତ୍ୟା ଦାନା ପ୍ରଭାବରେ ଚାନ୍ଦବାଲିରେ ସର୍ବାଧିକ ୧୬୭.୬ ମିମି ବର୍ଷା ରେକର୍ଡ
ଭଦ୍ରକରେ ୧୬୧ ମିମି, ଯାଜପୁରରେ ୧୪୩ ମିମି, ବାଲେଶ୍ୱରରେ ୮୭.୬ ମିମି ବର୍ଷା ରେକର୍ଡ..

କେନ୍ଦ୍ରାପଡାରେ ୬୯.୨ମିମି, ବାରିପଦା ୫୨ମିମି, କଟକ ୨୫.୪ ମିମି, ପାରାଦ୍ୱୀପରେ ୧୪.୮ମିମି ବର୍ଷା
ଜଗତସିଂହପୁରରେ ୨୧.୨ମିମି, କେନ୍ଦୁଝରରେ ୧୭.୩, ଭୁବନେଶ୍ୱରରେ ୮.୪ମିମି ବର୍ଷା..

ଖଣ୍ଡପଡ଼ା: ବାଣ ତିଆରି ବେଳେ ବିସ୍ଫୋରଣ, ଜଣେ ଗୁରୁତର
ଫତେଗଡ଼ ଥାନା ତରବାଲୋ ଗାଁରେ ବିସ୍ଫୋରଣ
ଗୁରୁତର ଅବସ୍ଥାରେ ନୟାଗଡ଼ ମେଡିକାଲରେ ଭର୍ତ୍ତି..

ବର୍ଡର ଗାଭାସ୍କର ଟ୍ରଫି ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷଣା, ରୋହିତ ଶର୍ମାଙ୍କ ନେତୃତ୍ବରେ ଅଷ୍ଟ୍ରେଲିଆ ଗସ୍ତ କରିବ ଟିମ୍ ଇଣ୍ଡିଆ, ନୂଆ ଚେହେରା ଭାବରେ ଟେଷ୍ଟ ଟିମରେ ସାମିଲ ହୋଇଛନ୍ତି ନୀତିଶ କୁମାର ରେଡ୍ଡି ଓ ହର୍ଷିତ ରାଣା..

ଦାନା ପ୍ରଭାବରେ ଔପଦାରେ ସର୍ବାଧିକ ୨୪୦ ମିଲିମିଟର ବର୍ଷା, ଧାମନଗରରେ ୨୧୫, ଖଇରା ୨୦୯, ଭଣ୍ଡାରୀପୋଖରୀ​‌ରେ ୨୦୮ ମିମି, ବନ୍ତ ୧୮୭, ଚାନ୍ଦବାଲିରେ ୧୬୭.୬, ଭଦ୍ରକରେ ୧୬୧, ରାଜକନିକାରେ ୧୫୧ ମିମି ବର୍ଷା ରେକର୍ଡ..

ଭୁବନେଶ୍ୱର ବିମାନବନ୍ଦର ନିକଟରେ ବାଘ ଆତଙ୍କ..

ଭୁବନେଶ୍ୱର ବିମାନବନ୍ଦର ନିକଟରେ ବାଘ ଆତଙ୍କ

ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା ଲାଗି ରହିଥିବାରୁ ଆଉ ତିନିଦିନ ପାଇଁ ଅର୍ଥାତ ଆଜିଠାରୁ ୨୮ ତାରିଖ (ସୋମବାର) ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ନିମନ୍ତେ ଶିମିଳିପାଳ ପ୍ରବେଶ ବନ୍ଦ..

ବାତ୍ୟା ଦାନାରେ ହୋଇଥିବା କ୍ଷୟକ୍ଷତି ନେଇ ୭ଦିନରେ କେନ୍ଦ୍ର ସରକାରଙ୍କୁ ପଠାଯିବ ଚୂଡାନ୍ତ କ୍ଷୟକ୍ଷତି ରିପୋର୍ଟ
ସୂଚନା ଦେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ..

ଖୁବଶୀଘ୍ର ବାତ୍ୟା କ୍ଷୟକ୍ଷତି ଆକଳନ ନେଇ କେନ୍ଦ୍ରୀୟ ଟିମ୍‌‌ ଓଡ଼ିଶା ଆସିବେ
କେନ୍ଦ୍ର ସହାୟତା ପୂର୍ବରୁ ରାଜ୍ୟ ସରକାର ଲୋକଙ୍କ ପାଖଷର ଅର୍ଥ ପହଞ୍ଚାଇବେ..

ବାତ୍ୟା ସମୟରେ କାର୍ଯ୍ୟରେ ଅବହେଳା ପାଇଁ ୪ ନିଲମ୍ବିତ
୩ ପିଇଓଙ୍କ ସମେତ ଜଣେ ଆରଆଇଙ୍କୁ ନିଲମ୍ବନ କଲେ ସରକାର..

Hot this week

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବଟ୍ଟ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

Related Articles

Popular Categories