ଦେଖନ୍ତୁ ଭିଡିଓ; ମୃତ୍ୟୁକୁ ଦେଲେ ଚ୍ୟାଲେଞ୍ଜ, ଚଳନ୍ତା ଟ୍ରେନ୍‌ରେ ଜୀବନକୁ ବାଜି ଲଗାଇ ବିପଜ୍ଜନକ ଷ୍ଟଣ୍ଟ କଲେ ଯୁବକ..

ନୂଆଦିଲ୍ଲୀ : ନିକଟରେ ସୋସିଆଲ ମିଡିଆରେ ଜଣେ ଯୁବକଙ୍କ ଏପରି ଭିଡିଓ ଭାଇରାଲ୍‌ ହେଉଛି, ଯାହା ସଭିଁଙ୍କୁ ଚିନ୍ତାରେ ପକାଇ ଦେଇଛି । ଜଣେ ଯୁବକ ଚଳନ୍ତା ଟ୍ରେନ୍‌ରେ ଜୀବନକୁ ବାଜି ଲଗାଇ ଏଭଳି ଏକ ବିପଜ୍ଜନକ ଷ୍ଟଣ୍ଟ କରୁଛନ୍ତି, ଯାହାକୁ ନଦେଖିଲେ ବିଶ୍ୱାସ କରି ହେବ ନାହିଁ । ଭିଡିଓଟି ସୋସିଆଲ ମିଡିଆରେ ଶେୟାର କରାଯିବା ପରେ ଏହା ଦ୍ରୁତ ଗତିରେ ଭାଇରାଲ୍‌ ହେବା ସହ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି । View this … Continue reading ଦେଖନ୍ତୁ ଭିଡିଓ; ମୃତ୍ୟୁକୁ ଦେଲେ ଚ୍ୟାଲେଞ୍ଜ, ଚଳନ୍ତା ଟ୍ରେନ୍‌ରେ ଜୀବନକୁ ବାଜି ଲଗାଇ ବିପଜ୍ଜନକ ଷ୍ଟଣ୍ଟ କଲେ ଯୁବକ..