www.samajalive.in
Saturday, December 13, 2025
17.1 C
Bhubaneswar

ପଡିଲେ ଭାଙ୍ଗିବନି ଏହି ସ୍ମାର୍ଟଫୋନ୍, ଦାମ୍ ମାତ୍ର..

ନୂଆଦିଲ୍ଲୀ : ଉଲେଫୋନ୍ ଆର୍ମର ମିନି ୨୦ଟି ପ୍ରୋ ଓ ଆର୍ମର ମିନି ୨୦ ପ୍ରୋ ବଜାରକୁ ଆସିଯାଇଛି । ଏହି ଫୋନ୍ ସେହିମାନଙ୍କ ପାଇଁ ଲାଭଦାୟକ ହେବ ଯେଉଁମାନେ ଏକ ଛୋଟ ମଜଭୁତ ଫୋନ୍ ଚାହୁଁଛନ୍ତି । ଏଥିରେ ଅନେକ ଦମଦାର ଫିଚର୍ ରହିଛି । ଗ୍ରାହକ ଏହି ଫୋନକୁ ଅଲ୍ଲୀଏକ୍ସପ୍ରେସରେ ପ୍ରି-ଅର୍ଡର କରିପାରିବେ । ଏହା ଏକ ମଜଭୁତ ଫୋନ୍ ହୋଇଥିବାରୁ ବ୍ୟସ୍ତ ବହୁଳ ଜୀବନରେ ଏହା ଭାଙ୍ଗିବାର ସମ୍ଭାବନା ବହୁତ କମ୍ ।

ଉଭୟ ଫୋନରେ ୪.୭ ଇଞ୍ଚର ଏଚଡିପ୍ଲସ୍ ଡିସପ୍ଲେ ରହିଛି ଯାହା ବହୁତ ଛୋଟ ଏବଂ ଉତ୍ତମ କ୍ବାଲିଟିର । ଏହାର ଛୋଟ ଡିସପ୍ଲେ ସତ୍ତ୍ବେ ଏଥିରେ ଭିଡିଓ ଉତ୍ତମ କ୍ବାଲିଟିର ନଜର ଆସିବ ଏବଂ ଗେମ୍ ଖେଳିହେବ । ଫୋନକୁ ଆଇପି୬୮/ଆଇପି୬୯କେ ଏବଂ ଏମଆଇଏଲ୍-ଏସଟିଡି-୮୧୦ଏଚ୍ ନାମକ ସାର୍ଟିଫିକେଟ୍ ମିଳିଛି । ଫୋନ୍ ୨ ମିଟର ଉଚ୍ଚରୁ ଖସିଲେ ମଧ୍ୟ ଭାଙ୍ଗିବନି ଏବଂ ୨ ମିଟର ଗଭୀର ପାଣିରେ ମଧ୍ୟ ୨୪ ଘଣ୍ଟା ପର୍ଯ୍ୟନ୍ତ ବୁଡି ରହିପାରିବ ।  କମ୍ ଆଲୋକରେ ମଧ୍ୟ ଏହାର କ୍ୟାମେରା ଉତ୍ତମ କ୍ବାଲିଟିର ଫଟୋ ଉତ୍ତୋଳନ କରିପାରିବ ।

- Advertisement -

ଉଭୟ ଫୋନରେ ୬୨୦୦ ଏମଏଏଚର ବଡ ବ୍ୟାଟେରୀ ରହିଛି ଯାହା ଅନେକ ସମୟ ପର୍ଯ୍ୟନ୍ତ ବ୍ୟାକଅପ୍ ରଖିବ । ଫୋନରେ ୩୩ଡବ୍ଲୁ ଚାର୍ଜରରେ ଖୁବ୍ ଶୀଘ୍ର ଫୋନ୍ ଚାର୍ଜ ହୋଇପାରିବ । ଏହା ୧୫ଓ୍ବାଟର ଓ୍ବେୟାରଲେସ୍ ଚାର୍ଜରରେ ମଧ୍ୟ ଚାର୍ଜ କରିହେବ । ଫୋନରେ ୧୬ ଜିବି ପର୍ଯ୍ୟନ୍ତରାମ୍ ଓ ୨୫୬ ଜିବି ପର୍ଯ୍ୟନ୍ତ ଷ୍ଟୋରେଜ୍ ରହିଛି । ୨୦ ପ୍ରୋର ଦାମ୍ ୨୧ ହଜାର ଟଙ୍କା ରହିଛି । ଗ୍ରାହକ ଏହି ୨ ଫୋନକୁ ଅଲ୍ଲୀଏକ୍ସପ୍ରେସରେ ପ୍ରି-ଅର୍ଡର କରିପାରିବେ ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories