ଓଡ଼ିଶା ପିସିସି ସାଂଗଠନିକ ବ୍ୟାପାର ଓ ନେତୃତ୍ବ ନେଇ ଏଆଇସିସିର ତନାଘନା
ଭୁବନେଶ୍ବର: ଓଡ଼ିଶା ପିସିସି ସାଂଗଠନିକ ବ୍ୟାପାର ଓ ନେତୃତ୍ବ ନେଇ ଏଆଇସିସିର ତନାଘନା ଆରମ୍ଭ କରିଛି। ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହାନ୍ତଙ୍କୁ ଦାୟିତ୍ବ ଦିଆଯାଇଛି। ତୁରନ୍ତ ଓଡ଼ିଶା ପହଞ୍ଚି ରିପୋର୍ଟ କରିବାକୁ ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହାନ୍ତଙ୍କୁ ଏଆଇସିସି ନିର୍ଦେଶ ଦେଇଛି। ଅନ୍ୟତମ ସଦସ୍ୟ ମିନାକ୍ଷୀ ନଟ୍ଟରାଜନଙ୍କ ସହ କୋଅର୍ଡିନେଟର ପାଇଁ ପରାମର୍ଶ ଦିଆଯାଇଛି।
Comments are closed.