www.samajalive.in
Wednesday, December 10, 2025
18.1 C
Bhubaneswar

ଅଜଣା ପିକ ଅପ୍ ଧକ୍କାରେ ଅଟୋ ଚାଳକ ମୃତ

ରେଙ୍ଗାଲିକ୍ୟାମ୍ପ: ଆଜି ସକାଳ ସମୟରେ ପାଣି ପରିବା କିଣିବା ପାଇଁ ଭେଡେନ ଥାନା ଅନ୍ତର୍ଗତ କୁସନ୍ ପୁରୀ ଗ୍ରାମର ପରୀକ୍ଷିତ ଡାଙ୍ଗ (୩୫) ନିଜ ଅଟୋରେ କିଣିବା ପାଇଁ ପାଣି ଛତରକୁ ଯାଉଥିଲେ। ଅତାବିରା ଥାନା  ରେଙ୍ଗାଳିକ୍ୟାମ୍ପ କୁବୋଟା ସୋ ରୁମ୍ ନିକଟରେ ଗାଡ଼ିର ତେଲ ସରି ଯିବାରୁ  ଅଟୋକୁ ଛିଡା କରି  ଅଟକି ରହିଥିବା ବେଳେ ବରଗଡ଼ ଅଭିମୁଖେ ଯାଉଥିବା ଏକ ଅଜଣା  ପିକଅପ ଧକ୍କା ଦେଇ ତାଙ୍କୁ ଚାଲି ଯାଇଥିଲା। ଫଳରେ ସେ ପଡିଯାଇ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ଅତାବିରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଛେଦ ପାଇଁ ବରଗଡ଼କୁ ପଠାଇଥିଲେ। ବ୍ୟବଚ୍ଛେଦ ପରେ ଶବକୁ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିବା ସହ ଅଧିକରୁ ଅଧିକ ତଦନ୍ତ ଜାରି ରହିଛି।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories