www.samajalive.in
Wednesday, December 10, 2025
26.1 C
Bhubaneswar

ଅପରାହ୍ଣ ୪ଟା ମୁଖ୍ୟ ଖବର

ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି..

୨୪ ଘଣ୍ଟାରେ ତାଳଚେରରେ ସର୍ବାଧିକ ବର୍ଷା ରେକର୍ଡ..

- Advertisement -

ଲଘୁଚାପ ପ୍ରଭାବ: ବର୍ଷା ଯୋଗୁଁ ପୁରୀ ଜିଲ୍ଲାରେ ସବୁ ସ୍କୁଲ ଛୁଟି ଘୋଷଣା କଲେ ଜିଲ୍ଲାପାଳ..

ସଦସ୍ୟତା ଅଭିଯାନରେ ଜେପି ନଡ୍ଡାଙ୍କ ବକ୍ତବ୍ୟ ୨୦୪୭ରେ ଭାରତକୁ ବିକଶିତ କରିବା, ସମସ୍ତଙ୍କ ଯୋଗଦାନ ଜରୁରୀ..

ଅକ୍ଟୋବର ମାସର ଭାଗ୍ୟଶାଳୀ ରାଶି ; ମା’ଲକ୍ଷ୍ମୀ ଚମକାଇବେ ଏମାନଙ୍କ ଭାଗ୍ୟ, ମିଳିବ ଧନ, ହେବ ବିବାହ..

ଆମେରିକା, ୟୁରୋପ , ଅଷ୍ଟ୍ରେଲିଆର ଅର୍ଥନୀତି ଅସ୍ଥିର ରହିଛି, କିନ୍ତୁ ଭାରତର ଅର୍ଥନୀତି କ୍ରମଶଃ ଅଗ୍ରଗତି କରୁଛି, ମୋଦୀଙ୍କ ନେତୃତ୍ଵରେ ଆମେ ଆଜି ବ୍ରିଟେନକୁ ପଛରେ ପକାଇଛୁ..

ସୁନ୍ଦରଗଡ଼: ବଣାଇ ରେଞ୍ଜ ଅଞ୍ଚଳରେ ଉତ୍ପାତ କଲା ଗୋଠଛଡ଼ା ଦନ୍ତା, ତଳିଗାଁରେ ବ୍ୟାପକ ଫସଲ ନଷ୍ଟ କରିବା ସହିତ ନଳକୂପ ଭାଙ୍ଗିଲା..

ଏହି ପନୀର୍‌ର ଦାମ୍‌ ଆଗରେ ସୁନା ବି ଶସ୍ତା, ଦାମ୍‌ ଜାଣି ମୁଣ୍ଡ ବୁଲାଇବ..

ଦ୍ୱିତୀୟ ଦିନରେ ନର୍ସିଂ କର୍ମଚାରୀଙ୍କ ଆନ୍ଦୋଳନ, ୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛି ରାଜ୍ୟ ନର୍ସିଂ କର୍ମଚାରୀ ସଂଘ..

ବାରିପଦା: ଘରେ ଶୋଇଥିବା ବେଳେ ମହିଳାଙ୍କୁ କଚାଡି ମାରିଲା ଦନ୍ତା..

ବେତନଟୀ ଥାନା ରାଧିକା ଷୋଳ ଗାଁରେ ଦନ୍ତା ହାତୀର ଉତ୍ପାତ..

ଏଥିପାଇଁ ନାବାଳକ ପୁଅ ଛୁରୀ ଭୁସି ବାପାକୁ କଲା ହତ୍ୟା, ଆଶ୍ଚର୍ଯ୍ୟ କରିବ କାରଣ..

୪ଟି ଘର ଭାଙ୍ଗିବା ସହ ଆତଙ୍କ ଖେଳାଇଛନ୍ତି ଦନ୍ତା ହାତୀ..

କୋଣାର୍କ ସୂର୍ଯ୍ୟ ମନ୍ଦିରର ଉତ୍ତର ପାର୍ଶ୍ବରେ ଜମିଲା ୧ ଫୁଟର ପାଣି, ଲଗାଣ ବର୍ଷା ପରେ ପାଣି ଜମିଥିବାରୁ ହନ୍ତସନ୍ତ ପର୍ଯ୍ୟଟକ, ପମ୍ପ ସେଟ୍ ଲଗାଇ ପାଣି ନିଷ୍କାସନ ପାଇଁ ଉଦ୍ୟମ ଜାରି..

ପାଣିରେ ଉବୁଟୁବୁ ମାୟାନଗରୀ: ସ୍କୁଲ କଲେଜ ବନ୍ଦ, ରେଳ ଓ ବିମାନ ସେବା ପ୍ରଭାବିତ..

ଭିଡିଓରେ ଦେଖନ୍ତୁ ; ଦିନ ଦ୍ୱିପ୍ରହରରେ କେମିତି ମହିଳାଙ୍କ ବେକରୁ ଝାମ୍ପି ନେଲେ ସୁନା ଚେନ୍‌..

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories