ଏଥିପାଇଁ ନାବାଳକ ପୁଅ ଛୁରୀ ଭୁସି ବାପାକୁ କଲା ହତ୍ୟା, ଆଶ୍ଚର୍ଯ୍ୟ କରିବ କାରଣ..

ଲକ୍ଷ୍ନୌ : ଉତ୍ତରପ୍ରଦେଶର ବୁଲନ୍ଦସହରରେ ହଇଚଇ ସୃଷ୍ଟି କରିଥିବା ଏକ ଘଟଣା ସାମ୍ନାକୁ ଆସିଛି । ସାଧାରଣ ବିବାଦରୁ ଜଣେ ନାବାଳକ ନିଜ ପିତାଙ୍କୁ ଛୁରୀ ଭୁସି ହତ୍ୟା କରିଛି। ମୃତକ ଉତ୍ତର ପ୍ରଦେଶ ପୁଲିସରେ ହେଡ୍‌ କନେଷ୍ଟବଳ (୪୮) ଭାବେ କାର୍ଯ୍ୟ କରୁଥିଲେ । ପୁଲିସ କହିବାନୁଯାୟୀ, ବାପା ପୁଅକୁ କାର୍‌ ଚାବି ଦେଇନଥିଲେ। ଏହି କଥାକୁ ନେଇ ନାବାଳକ (୧୫) ବାପାକୁ ଛୁରୀରେ ଆକ୍ରମଣ କରିଥିଲା। ଏହି ଅଭାବନୀୟ ଘଟଣା ବୁଲନ୍ଦସହରର ଯମୁନାପୁରମ କଲୋନୀର … Continue reading ଏଥିପାଇଁ ନାବାଳକ ପୁଅ ଛୁରୀ ଭୁସି ବାପାକୁ କଲା ହତ୍ୟା, ଆଶ୍ଚର୍ଯ୍ୟ କରିବ କାରଣ..