ଏହି ପନୀର୍‌ର ଦାମ୍‌ ଆଗରେ ସୁନା ବି ଶସ୍ତା, ଦାମ୍‌ ଜାଣି ମୁଣ୍ଡ ବୁଲାଇବ..

ନୂଆଦିଲ୍ଲୀ : ଅଧିକାଂଶ ଲୋକେ ପନୀର ଖାଇବାକୁ ପସନ୍ଦ କରନ୍ତି । ନିରାମିଷଙ୍କ ପାଇଁ ପନୀର ପ୍ରୋଟିନର ସବୁଠାରୁ ଉତ୍ତମ ବିକଳ୍ପ ବୋଲି କୁହାଯାଏ । ପନୀରରେ ପ୍ରୋଟିନ୍‌ ବ୍ୟତୀତ ଭିଟାମିନ୍‌ ବି, କ୍ୟାଲସିୟମ ଭଳି ପୋଷକ ତତ୍ତ୍ୱ ରହିଛି । ତେବେ ପନୀରକୁ ୨୫୦ ଗ୍ରାମକୁ ଅଧିକରୁ ଅଧିକ ୧୦୦,୧୨୦ ଟଙ୍କାରେ କିଣି ଥିବେ । ୧ କେଜି ପନୀର ପାଇଁ ୫ଶହ କିମ୍ବା ୬ଶହ ଟଙ୍କା ଖର୍ଚ୍ଚ କରି ଥିବେ ।ମାତ୍ର ଏପରି ଏକ … Continue reading ଏହି ପନୀର୍‌ର ଦାମ୍‌ ଆଗରେ ସୁନା ବି ଶସ୍ତା, ଦାମ୍‌ ଜାଣି ମୁଣ୍ଡ ବୁଲାଇବ..