www.samajalive.in
Monday, December 8, 2025
27.1 C
Bhubaneswar

ଅତ୍ୟାଧୁନିକ ବୈଷୟିକ ବିକାଶ ସହ ଜନସମ୍ପର୍କର ପରିଭାଷା ବଦଳିବା ଉଚିତ

ସମାଜ ଡିଜିଟାଲ ଡେସ୍କ: ସମୟ ଦ୍ରୁତଗତିରେ ବଦଳୁଛି। ସମୟ ସହିତ ତାଳ ଦେଇ ବୈଷୟିକ ବିଜ୍ଞାନର ବିକାଶଧାରା ଆଧୁନିକରୁ ଅତ୍ୟାଧୁନିକ ସ୍ତରକୁ ଉନ୍ନିତ ହୋଇଛି। ଏହି ଜ୍ଞାନକୌଶଳର ବିକାଶ ସହିତ ଜନସମ୍ପର୍କ ଯାତ୍ରାର ପରିଭାଷାରେ ପରିବର୍ତ୍ତନ ହେବା ଉଚିତ ବୋଲି ପବ୍ଲିକ ରିଲେସନ କାଉନସିଲ ଅଫ ଇଣ୍ଡିଆ(ପିଆରସିଆଇ) ଏବଂ ବିର୍ଲା ଗ୍ଲୋବାଲ ୟୁନିଭର୍ସିଟି(ବିଜିୟୁ)ର ମିଳିତ ଉଦ୍ୟମରେ ଅନୁଷ୍ଠିତ ପୂର୍ବାଞ୍ଚଳ ସମ୍ମିଳନୀରେ ବକ୍ତାମାନେ କହିଛନ୍ତି।

ବିଜୟୁ କୁଳପତି ପ୍ରଫେସର ଡ. ପି.ପି. ମାଥୁର ‘ପରିବର୍ତ୍ତିତ ପରିସ୍ଥିତିରେ ଜନସମ୍ପର୍କର ପୁନଃ ବାଖ୍ୟାକରଣ’ ଶୀକର୍ଷ ଆଲୋଚନାଚକ୍ରକୁ ଉଦଘାଟନ କରିଥିବାବେଳେ ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ଜଳଦା କୁମାର ତ୍ରିପାଠୀ ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ପିଆରସିଆଇର ଓଡ଼ିଶା ଚାପ୍ଟର ସଭାପତି ପ୍ରଫେସର ଡ. ଅଶୋକ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ପିଆରସିଆଇ ଅଧ୍ୟକ୍ଷ ଏମ.ବି ଜୟରାମ ମୁଖ୍ୟଅତିଥି ଭାବେ ଯୋଗଦେଇ ‘ବିଶ୍ଵ ଜନସମ୍ପର୍କ’ର ପରିବର୍ତ୍ତନ ଏବଂ ଏହାର ଉପଯୁକ୍ତ ଅଧ୍ୟୟନ ଉପରେ ଗୁରୁତ୍ଵାରୋପ କରିଥିଲେ।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories