ଡେସ୍କ: ଜମ୍ମୁ-କଶ୍ମୀରର ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଆଜି ୭ଟି ଜିଲ୍ଲାର ୨୪ଟି ଆସନରେ ମତଦାନ ଚାଲିଛି। ଅପରାହ୍ନ ୧ଟା ସୁଦ୍ଧା ୪୧.୧୭% ମତଦାନ ହୋଇଛି। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସକାଳ ୭ଟାରୁ ୨୪ଟି ଆସନରେ ମତଦାନ ଆରମ୍ଭ ହୋଇଛି।
Popular Categories

Hot this week

‘The Samaja’, the synonym of newspapers in Odisha – a mass circulated and widely read Odia daily has completed ‘Hundred Five‘ years of its glorious publication. Founded in 1919 by a great visionary, nationalist and freedom fighter, Utkalamani Pandit Gopabandhu Das.. Read More
Get important news delivered directly to your inbox and stay connected!