www.samajalive.in
Monday, December 8, 2025
13.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଭୁବନେଶ୍ଵର: ନାବାଳିକା ଦୁଷ୍କର୍ମୀକୁ ୧୦ ବର୍ଷ ଜେଲ୍‌.. ଦୋଷୀ ଦୀପକ ବେହେରାକୁ ୧୦ ବର୍ଷ ଜେଲ୍ ଦଣ୍ଡ ଶୁଣାଇଲେ ଭୁବନେଶ୍ଵର ପୋକ୍ସୋ ଅଦାଲତ.. ୨୦୨୦ ବାଲିଅନ୍ତା ଥାନା ଅଞ୍ଚଳରେ ହୋଇଥିଲା ଦୁଷ୍କର୍ମ..

ଲମତାପୁଟ: ଭାସିଗଲା ଜଳାପୁଟ ଡ୍ୟାମ୍ ତଳେ ନିର୍ମିତ ନୂଆ ପୋଲ.. ଆନ୍ଧ୍ର-ଓଡ଼ିଶା ଯୋଗାଯୋଗ ବିଚ୍ଚିନ୍ନ..

- Advertisement -

ବଜାରକୁ ଆସିଲା ଗେରୁଆ ରଙ୍ଗର ଓମଫେଡ ଦୁଗ୍ଧ ପ୍ୟାକେଟ..

ମୟୁରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ଡୁମାପଦା ଗାଁରେ ବଜ୍ରପାତରେ ଦୁଇ ଚାଷୀ ମୃତ..

ସୋର: ଋଣ ଭାର ସହିନପାରି ଜୀବନ ହାରିଲେ ଯୁବକ..

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଛି ବିଜେଡି ପୋଲାଭରମ ଟିମ୍‌ .. ପୋଲାଭରମ ପ୍ରକଳ୍ପକୁ ସବୁସ୍ତରରେ ବିରୋଧ କରାଯିବ କହିଲେ ନବୀନ..

କେନ୍ଦ୍ରାପଡା ଡେରାବିଶରେ ବାର୍ଡ ଫ୍ଲୁକୁ ନେଇ ପ୍ରଶାସନ ପକ୍ଷରୁ ତତ୍ପରତା .. କ୍ୱାରେଣ୍ଟିନରେ ରହିବେ ୫ କୁକୁଡା ଚାଷୀ..

ଲଗାଣ ବର୍ଷା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ..ସମୀକ୍ଷା ପରେ ରାଜସ୍ୱ ମନ୍ତ୍ରୀ, ଏସଆରସି, ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା..

ଦୟା ନଦୀରେ ହେବ ୫ଟି ମେଗା ପାନୀୟ ଜଳ ପ୍ରକଳ୍ପ.. ବିଧାନସଭାରେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକଙ୍କ ପ୍ରଶ୍ନରେ ଉତ୍ତର ଦେଇ କହିଲେ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବି ନାଏକ..

ଭୁବନେଶ୍ବର OSSSC ଅଫିସ ଘେରିଲେ ଶହଶହ ପରୀକ୍ଷାର୍ଥୀ.. କମ୍ବାଇନ୍ଡ ରିକ୍ରୁଟମେଣ୍ଟ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଘେରାଉ..

ବଲାଙ୍ଗିର ମାଲଗୋଦାମ ପଡ଼ାରେ ଗୋଷ୍ଠୀ ସଂଘର୍ଷ.. ଜଣେ ମୃତ, ଦୁଇ ଗୁରୁତର

ଶୂନ୍ୟକାଳରେ ଜୟନାରାୟଣ ମିଶ୍ରଙ୍କ ଉଦବେଗ.. ଉଠାଇଲେ ସ୍ୱାମୀ ଲକ୍ଷ୍ମଣାନନ୍ଦ, ମମିତା ମେହେର, ନବ ଦାସ ହତ୍ୟା ପ୍ରସଙ୍ଗ..

ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କଲା ବିଜେପି.. କଂଗ୍ରେସ ପ୍ରାର୍ଥୀ ବିନେଶ ଫୋଗତଙ୍କୁ ଟକ୍କର ଦେବେ କ୍ୟାପ୍ଟେନ ଯୋଗେଶ ବୈରାଗୀ..

Hot this week

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

Related Articles

Popular Categories