www.samajalive.in
Wednesday, December 10, 2025
26.1 C
Bhubaneswar

ଗୁଗଲ ପ୍ଲେ ଷ୍ଟୋରରେ ଆସିଲା ନୂଆ ସୁବିଧା, ଜାଣନ୍ତୁ..

ନୂଆଦିଲ୍ଲୀ : ଗୁଗଲ ପ୍ଲେ ଷ୍ଟୋର ଉପଭୋକ୍ତାଙ୍କ ପାଇଁ ନୂଆ ଅପଡେଟ୍ ନେଇଆସିଛି । ଏଣିକି ୟୁଜର ଏକାଠି ୩ଟି ଆପ୍ ଅପଡେଟ୍ କରିପାରିବେ । ଜିଏସଏମ ଆରେନା ସୂଚନା ଅନୁସାରେ ଏହି ନୂଆ ଫିଚର ଭାରତ ସମେତ ଅନେକ ଦେଶରେ ଆରମ୍ଭ ହୋଇଯାଇଛି ।

ପୂର୍ବରୁ ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କୁ ଆପ୍ ଅପଡେଟ୍ କରିବାରେ ବିଳମ୍ବ ହେଉଥିଲା । କାରଣ ଏହା ଗୋଟିଏ ପରେ ଗୋଟିଏ ହେଉଥିଲା  । କିନ୍ତୁ ଏଣିକି ଗୁଗଲ ୟୁଜରଙ୍କୁ ଏକାଠି ୩ଟି ଆପ୍ ଅପଡେଟ୍ କରିବାକୁ ସୁବିଧା ଦେଉଛି । ଏଣିକି ଉପଭୋକ୍ତା ‘ଅପଡେଟ୍ ଅଲ୍’ ଫିଚର ଚୟନ କଲେ ପ୍ଲେ ଷ୍ଟୋରରେ ଏକାଥରେ ୩ଟି ଆପ୍ ବା ଗେମ୍ ଅପଡେଟ୍ ସହିତ ପ୍ରୋସେସ୍ ହେବ । ଏହା ପରେ ଯେଉଁ ଆପ୍ ଅପଡେଟ୍ ହେବାକୁ ଥିବା ତାହା ଷ୍ଟାଟସରେ ‘ପେଣ୍ଡିଂ’ ଦର୍ଶାଇବ । ଏହା ଦ୍ବାରା କମ୍ ସମୟରେ ଅଧିକ ଆପ୍ ଅପଡେଟ୍ ହୋଇପାରିବ ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories